Unreservrd : One Crore Jobs available : Apply now

Share it

ଜାଣି ଶୁଣି ଭୁଲ୍ କରିବା,
ସମସ୍ତେ ସୁଖରେ ରୁହନ୍ତୁ ଚାହିଁବା, କେମିତି ହେବ ?

One crore jobs available.

1. Indian Cultivation Service
Post : 1 crore
Salary : 7,000/- per month
Category : Unreserved

2. Indian Scavenger Service
Post : 50 lakh
Salary : 9,000/-
Category : Unreserved

3. Indian Kirani Service
Post : 1000
Salary : 90,000/- per month
Category : not decided,
ଝଗଡା ଚାଲିଛି, ଭାରତ ଜଳିବ, ଲିଭିବା ପରେ ନିଷ୍ପତି,
ନିଷ୍ପତି ସରୁ, ଟିକେ ଡେରିରେ ଆବେଦନ କରିବେ

ଯଦି କୀରାନି, ଓଏଏସ୍, ଆଇଏଏସ୍, ଇଂଜିନିଅର୍, ନେତା, ସାମ୍ୱାଦିକଂକ ଦରମା ମାସକୁ ୬ ହଜାର କି ୯ ହଜାର ହୋଇ ଥଆନ୍ତା, ତା’ହେଲେ ରିଜର୍ଭେସନ୍ ଆଉ କୋଟା ପାଇଁ କେତେ ଲଢେଇ ହୁଅନ୍ତା ?

ସେଥିପାଇଁ କହୁଛି
ଆମର ଜାତୀୟ ହାରାହାରି ଆୟ ହେଉଛି ମାସକୁ ୯ ହଜାର ,
ଜଣେ ସରକାରୀ ଚାକିରୀଆର ମାସକୁ

ସର୍ବ ନିମ୍ନ ଦରମା
National per capita income
NPCI x 2 = 18,000/-

ଓ ସର୍ବାଧିକ ଦରମା
NPCI x 3 = 27,000/-
କରିଦିଅ, ଦେଖିବ କେହି ସଂରକ୍ଷଣ ନାଁ ବି ଧରିବେନି ।

ଆମ ରାଜ୍ଯରେ କିରାଣୀକୁ ଲକ୍ଷେ, ଶିକ୍ଷକକୁ ୬ ହଜାର
ଲକ୍ଷେ ଶିକ୍ଷକ ପୋଷ୍ଟ ଖାଲି, ସବୁ ବିଭାଗ ହିସାବ କଲେ ୫ ଲକ୍ଷ ପୋଷ୍ଟ ଖାଲି,

ଜଣକ ଦରମାରେ ଦଶ ଜଣ ଯୁବକ ଚାକିରୀ ପାଇବେ ,
ଦରମା ଟା ଜାତୀୟ ଆୟ ସହିତ ଯୋଡି ହୋଇଗଲେ ସମସ୍ତେ ଖଟିବେ, ଜାତୀୟ ଆୟ ବଢେଇବେ, ଦେଶ ସମୃଦ୍ଧ ହେବ, ମନକୁ ଦରମା ବି ବଢିଯିବ ।

ମୋ ମତରେ
7th or 8th pay to an employee is nothing but a fund allocation for imported car, AC, perfume and many other avoidable luxurious items.

ଜାଣି ଶୁଣି ଭୁଲ୍ କରିବା, ସମସ୍ତେ ସୁଖରେ ରୁହନ୍ତୁ ଚାହିଁବା, କେମିତି ହେବ ?

Laxmidhar Nayak
My Facebook Post: 10th April 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights