Uniform Civil Code

Share it

ଗୋଟାଏ Uniform Civil Code କରିବା ଚିନ୍ତାରେ ଅନେକ ଲୋକ ଅନେକ ପ୍ରକାରେ ଘାଣ୍ଟି ହେଉଛନ୍ତି

କିଛି ଲୋକଙ୍କର ପ୍ରେଜେଣ୍ଟ ଟ୍ରେଣ୍ଡ ମାଇଣ୍ଡ ସେଟ୍ ବା ଉଦବେଳନ ଯାହା ଦିଶୁଛି ସେଇଟା ଓଡିଶାରୁ ଆରମ୍ଭ କରାଯାଇ ପାରିବ ବୋଧେ

ତାହେଲେ ପ୍ରଥମେ ଏମିତି ଆରମ୍ଭ କରାଯାଉ

1. Uniform Salary/ Wage

2. Uniform Pension

3. Uniform Economic Development

ଯେଉଁମାନଙ୍କର ଅଧିକା ହେଇ ଯାଇଛି ସେମାନଙ୍କର କାଟି ଦେବା, ଯେଉଁମାନଙ୍କର କମି ଯାଇଛି ସେମାନଙ୍କର ବଢେଇ ଦେବା । କଣ ରାଜି ? ନା ଏମିତି ଚଳିବନି ??

– ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights