KARMAPANTHI EKATA JINDABAD

Share it

Mo Lekha
My Facebook Post: 11th August 2018

KARMAPANTHI EKATA JINDABAD

Pls use the word KARMAPANTHI ( WORKSIST or creatist or something like that ) in the place of BAMAPANTHI ( leftist ).

It will inspire all the producing class/working class. They will feel like a family member of communist group. When we are telling Leftist , they feel – it is a political party of some people, they don’t feel these are the people of my clan.

Duty to work, Dignity to labour should be the flagship agenda of the communist group.

Laxmidhar Nayak

କର୍ମପନ୍ଥୀ ଏକତା ଜିନ୍ଦାବାଦ୍

‘ବାମପନ୍ଥୀ‘ ନୁହେଁ, କୁହ “କର୍ମପନ୍ଥୀ “
ଆଜିଠୁ କୁହ, ମୁଁ କହୁଛି ଆଜିଠୁ କୁହ

ଭାଂଗିବା ଛାଡ, ଗଢିବା ଶିଖ
ଭାଂଗି ସମତା, ଗଢି ସମତା ଅନ୍ତର ହେଜ
ଭାଂଗିବା ଗୌଣ ହେଉ, ଗଢିବା ଗରୁତ୍ୱ ପାଉ
ସମ ବଢିବା ଧ୍ଯେୟ ହେଉ
ବିଷମ ବଢିବା ରୋକାଯାଉ
ବିଶ୍ୱ ଚାହୁଁଛି କମୁନିଜିମ୍ , ସଦ୍ ଭାବନା, ଶାନ୍ତି, ସମ୍ପନ୍ନତାର ସୁରକ୍ଷା ବଳୟ

ସବୁମଣିଷର ଅନ୍ତର ଚାହେଁ ସମତା
କେବଳ ଭୟରେ ବିସମ ସମ୍ପତ୍ତି ଠୁଳ କରେ
ସମାଜକୁ ନିର୍ଭୟ କର
ଏକଥା କେବଳ ତୁମେ ହିଁ ପାରିବ, ହେ କର୍ମପନ୍ଥୀ
ସଲାମ କରିବାକୁ ଇଚ୍ଛା ତୁମର ମନୋବଳକୁ, କରୁଛି ମଧ୍ଯ

ବାମପନ୍ଥୀ ନୁହେ କର୍ମପନ୍ଥୀ ବୋଲି ଥରୁଟେ କୁହ
ଉଚ୍ଚାରଣେ ନୁହେଁ ଆଚରଣେ
ସଂସାରେ ବହିବ ସମତା ସୁଅ

କର୍ମପନ୍ଥୀ ଏକତା ଜିନ୍ଦାବାଦ୍

ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights