Mo Lekha
My Facebook Post: 12th August 2021
33 କୋଟି ଦେବାଦେବୀ କହିଲେ ସାଧାରଣ ଲୋକେ ବୁଝନ୍ତି ଏକ ଦୁଇ କରି 33 କୋଟି ଜଣ ଦେବାଦେବୀ ।
କିନ୍ତୁ ଶାସ୍ତ୍ରଜ୍ଞ ମାନେ ଏହାର ଭିତିରି ଅର୍ଥ ଟି ଜାଣନ୍ତି ଯେ 33 କୋଟି ମାନେ 33 ପ୍ରକାର ଦେବାଦେବୀ
ସାଧାରଣରେ ଯେତେବେଳେ କନଫ୍ୟୁଜନ ଚରମ ସୀମାରେ ପହଞ୍ଚେ ସେମାନେ 33 କୋଟିର ଅର୍ଥ ବୁଝେଇ ଥାଆନ୍ତି – ହେ ଶାସ୍ତ୍ରାର୍ଥ ଅଜ୍ଞ ଜନ ସାଧାରଣ ,
33 କୋଟି ର ଶାସ୍ତ୍ରାର୍ଥ ହେଉଛି 33 ପ୍ରକାର । ତେଣୁ ଆମ ଶାସ୍ତ୍ରକାର ଭୁଲ ଲେଖି ନାହାନ୍ତି,
ଆମର 33 କୋଟି ଦେବାଦେବୀ ଥିଲେ, ଅଛନ୍ତି ଓ ରହିବେ ।
ଠିକ୍ ସେମିତି 5 ଲକ୍ଷ ଟ୍ରିଲିୟନ ଇକୋନୋମି ମାନେ 5 ରେ 13 ଟା ଖଣ୍ଡେ ଶୂନ ବସେଇ ଟଙ୍କା ଗଣିବା ଇକୋନୋମି ନୁହଁ ।
5 ଟ୍ରିଲିୟନ ଇକୋନୋମି ମାନେ
An economic class
trailing with 5 kilo rice /wheat
on the road,
gracefully
with their beloved leaders smiling photo
in a gunny bag load
ତେଣୁ ହେ ବିବୁଧ ଜନେ
ଆମ ସରକାର ଯେଉଁ 5 ଟ୍ରିଲିୟନ ଇକୋନୋମି କଥା କହିଥିଲେ, ତାହା ଏହିପରି ।
ଏ ଇକୋନୋମି ଥିଲା
ଅଛି ଓ ରହିବ
କେବଳ ଗ୍ରେସଫୁଲନେସ୍ ଟା ନଥିଲା, ଯାହା ଏବେ ସେ ବସ୍ତା ଉପରେ ଛାପିକି ଇଣ୍ଡିଆନ ଇକୋନୋମିଟାକୁ ଗ୍ରେସଫୁଲ୍ କରିଛନ୍ତି ସମଗ୍ର ବିଶ୍ୱର କ୍ୟାମେରା ଲେନ୍ସ ରେ ।
ତେଣୁ ସେ କିଛି ମିଛ ପ୍ରତିଶ୍ରୁତି ଦେଇ ନଥିଲେ
ସେ ତାଙ୍କ ପ୍ରତିଶ୍ରୁତି ପୁରଣ କରି ଦେଖେଇ ପାରିଛନ୍ତି
କିଛି ଲୋକଙ୍କର ଶବ୍ଦାର୍ଥ ଜ୍ଞାନ କମ୍ ଥିବାରୁ ସେମାନେ ଭ୍ରମିତ ହେଉଛନ୍ତି ଯାହା
Laxmidhar Nayak
My Facebook Post: 12th August 2021