ହଁ, ଏହା ମୋଦୀ ସରକାର

Share it

ହଁ, ଏହା ମୋଦୀ ସରକାର,

ବିଜେପି ସରକାର ବା ଏନଡିଏ ସରକାର ବାଜପେୟୀଙ୍କ ସହ ପଞ୍ଚତ୍ବ ପ୍ରାପ୍ତ ହୋଇ ଯାଇଛି,

ଯେଉଁ ବିଜେପି ସମର୍ଥକମାନେ ମୋଦୀ ସରକାରକୁ ଏବେ ବି ବିଜେପି ସରକାର ଭାବୁଛନ୍ତି, ସେମାନେ ସେମାନଙ୍କର ସେ ଭାବନାର ପୁନର୍ବିଚାର ନକଲେ ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରୁ ହୁଏତ ବିଜେପି ଅଚିରେ ନିଶ୍ଚିହ୍ନ ହୋଇଯିବା ଥୟ

Laxmidhar Nayak
My Facebook Post: 17th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights