ସ୍ୱର୍ଣ୍ଣପ୍ରିୟା ନାରୀ କାଚ ଚୁଡି ପିନ୍ଧି ବୋହୁଛି ଇଟା

Share it

Mo Lekha
ଳକ୍ଷ୍ମୀଧର ନାୟକ
My Facebook Post: 15th August 2018

ସ୍ୱର୍ଣ୍ଣପ୍ରିୟା ନାରୀ
କାଚ ଚୁଡି ପିନ୍ଧି
ବୋହୁଛି ଇଟା

ଇଟାବୁହା ଲୋକ
ବଇରାଗୀ ମୋର ସୁବର୍ଣ୍ଣ ବାବା

ଧନ୍ଯ ବିଧାତା
ଧନ୍ଯ ତୋହର ଏ
ଲୀଳା ରସିକତା

ଦେଖ ହେ ବାପୁ
ତୁମ ସ୍ୱାଧୀନ ଭାରତ
ସ୍ୱାଧୀନ କଥା

ଳକ୍ଷ୍ମୀଧର ନାୟକ
My Facebook Post: 15th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights