ସଂରକ୍ଷଣ ଟୀକା ….

Share it

ଯଦି କୀରାନି, ଓଏଏସ୍, ଆଇଏଏସ୍, ଇଂଜିନିଅର୍, ନେତା, ସାମ୍ୱାଦିକଂକ ଦରମା ମାସକୁ ୬ ହଜାର କି ୯ ହଜାର ହୋଇ ଥଆନ୍ତା, ତା’ହେଲେ ରିଜର୍ଭେସନ୍ ଆଉ କୋଟା ପାଇଁ କେତେ ଲଢେଇ ହୁଅନ୍ତା ?

ଜାଣି ଶୁଣି ଭୁଲ୍ କରିବା,
ସମସ୍ତେ ସୁଖରେ ରୁହନ୍ତୁ ଚାହିଁବା, କେମିତି ହେବ ?

One crore jobs available.

1. Indian Cultivation Service

Post : 1 crore
Salary : 7,000/- per month
Category : Unreserved

2. Indian Scavenger Service

Post : 50 lakh
Salary : 9,000/-
Category : Unreserved

3. Indian Kirani Service

Post : 1000
Salary : 90,000/- per month
Category : not decided,

ଝଗଡା ଚାଲିଛି, ଭାରତ ଜଳିବ, ଲିଭିବା ପରେ ନିଷ୍ପତି, ନିଷ୍ପତି ସରୁ, ଟିକେ ଡେରିରେ ଆବେଦନ କରିବେ ।

ଯଦି କୀରାନି, ଓଏଏସ୍, ଆଇଏଏସ୍, ଇଂଜିନିଅର୍, ନେତା, ସାମ୍ୱାଦିକଂକ ଦରମା ମାସକୁ ୬ ହଜାର କି ୯ ହଜାର ହୋଇ ଥଆନ୍ତା, ତା’ହେଲେ ରିଜର୍ଭେସନ୍ ଆଉ କୋଟା ପାଇଁ କେତେ ଲଢେଇ ହୁଅନ୍ତା ?

ସେଥିପାଇଁ କହୁଛି
ଆମର ଜାତୀୟ ହାରାହାରି ଆୟ ହେଉଛି ମାସକୁ ୯ ହଜାର ,
ଜଣେ ସରକାରୀ ଚାକିରୀଆର ମାସକୁ ସର୍ବ ନିମ୍ନ ଦରମା National per capita income
NPCI x 2 = 18,000/-

ଓ ସର୍ବାଧିକ ଦରମା
NPCI x 3 = 27,000/-
କରିଦିଅ, ଦେଖିବ କେହି ସଂରକ୍ଷଣ ନାଁ ବି ଧରିବେନି ।

ଆମ ରାଜ୍ଯରେ କିରାଣୀକୁ ଲକ୍ଷେ, ଶିକ୍ଷକକୁ ୬ ହଜାର
ଲକ୍ଷେ ଶିକ୍ଷକ ପୋଷ୍ଟ ଖାଲି, ସବୁ ବିଭାଗ ହିସାବ କଲେ ୫ ଲକ୍ଷ ପୋଷ୍ଟ ଖାଲି,

ଜଣକ ଦରମାରେ ଦଶ ଜଣ ଯୁବକ ଚାକିରୀ ପାଇବେ ,
ଦରମା ଟା ଜାତୀୟ ଆୟ ସହିତ ଯୋଡି ହୋଇଗଲେ ସମସ୍ତେ ଖଟିବେ, ଜାତୀୟ ଆୟ ବଢେଇବେ, ଦେଶ ସମୃଦ୍ଧ ହେବ, ମନକୁ ଦରମା ବି ବଢିଯିବ ।

ମୋ ମତରେ
7th or 8th pay commission salary to an employee is nothing but a fund allocation for imported car, AC, perfume and many other avoidable luxurious items.

ଜାଣି ଶୁଣି ଭୁଲ୍ କରିବା, ସମସ୍ତେ ସୁଖରେ ରୁହନ୍ତୁ ଚାହିଁବା, କେମିତି ହେବ ?

ଲକ୍ଷ୍ମୀଧର ନାୟକ
Mo Lekha: Facebook post- 10.04.2018


Share it

Join the Conversation

1 Comment

  1. ଆପଣଙ୍କ ଉପାଦେୟ ଓ ଶିକ୍ଷଣୀୟ ଲେଖାକୁ ଯଦି କେହି ଦେଶରେ କି ରାଜ୍ୟରେ ସଭ୍ୟ ଥାନ୍ତେ ତେବେ ସମ୍ମାନ ଦେବେ। ଏ ଦେଶ ସଭ୍ୟତା ବିଷୟରେ ଜାଣିବା ଲୋକ ଯୋଗ୍ୟ ନୁହନ୍ତି ।ଶିକ୍ଷିତ ହେଲେ କଣ ହେବ । ରିକ୍ସା ବାଲା, ପୁଚୁକା ବାଲା, ଚପଲ ସିଲେଇ ବାଲା ବି ଶିକ୍ଷିତ । କିନ୍ତୁ ସଭ୍ୟ ଯିଏ ସେମାନେ ଉଚ୍ଚ ଆସନରେ ବସି ଏତେ ସ୍ୱlର୍ଥି ସ୍ଵେଚ୍ଛlଚାରି ନ କହିବା ଭଲ ।

Leave a comment

Your email address will not be published. Required fields are marked *

Verified by MonsterInsights