ସବୁ ଫୁଟାଫୁଲ ମନ ଇଲାକାକୁ

Share it

ଆଲୋ ମୋ କୋଇଲି କଣ୍ଠି
ତୋର ତିନି ତଲାକ୍ ରେ ମୁକ୍ତି
ଏଠି ସାତ ଜନମର ଗଣ୍ଠି …

ହଁ ଲୋ ବଉଳ ପେନ୍ଥି
ସବୁ ଫୁଟାଫୁଲ ମନ ଇଲାକାକୁ
ପଣ୍ଡିତ ମୌଲବି
ନେଇଛନ୍ତି ବାଣ୍ଟିକୁଣ୍ଟି …

****** ******** ********


– ଲକ୍ଷ୍ମୀଧର ନାୟକ
My Facebook Post: 1st August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights