ସବୁ ଧର୍ମ ସ୍ଥାନରେ ତିନୋଟି ଦାନ ବାକ୍ସ ରଖାଯାଉ

Share it

My Facebook Post: 2nd August 2019

ଆମେ ଭାରତୀୟମାନେ କ୍ଲବ ସଂସ୍କୃତିରେ ଅଭ୍ୟସ୍ତ ନୋହୁ । କିନ୍ତୁ ଅବସର ବିନୋଦନ ତ ସମସ୍ତଂକୁ ଦରକାର ।

ମନ୍ଦିର ମସଜିଦ୍ ଚର୍ଚ ଯିବା ପ୍ରକାରାନ୍ତରେ ଆମପାଇଁ ଗୋଟାଏ Cultural Recretion ବା Spiritual Recretion .

ସେଠାକୁ ଗଲେ ଆମେ କିଛି ଦାନ ଦେଉ, ଏଇଟା ଆମର ଅଭ୍ୟାସ । ଏବେ ଆମ ହାତକୁ ପୂର୍ବାପେକ୍ଷା ଅଧିକ ପଇସା ଆସୁଛି, ଆମେ ଅଧିକ ଦାନ ଦେଉଛନ୍ତି ।

ସେ ପଇସାକୁ ବ୍ରାହ୍ମଣ, ପୂଜକ ନେଇଗଲେ ଯଦି ଏତେ ଦୁଃଖ, ତାହେଲେ ଗୋଟାଏ କାମ କରାଯାଉ,

ସବୁ ଧର୍ମ ସ୍ଥାନରେ ତିନୋଟି ଦାନ ବାକ୍ସ ରଖାଯାଉ,

ଗୋଟିଏ ଶିକ୍ଷା ପାଇଁ,
ଗୋଟିଏ ସ୍ୱାସ୍ଥ୍ୟ ପାଇଁ,
ଆଉ ଗୋଟିଏ ମନ୍ଦିର ପରିଚାଳନା ପାଇଁ ।

ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଗୋଟିଏ ଶିକ୍ଷା ଫଣ୍ଡ, ଗୋଟିଏ ସ୍ୱାସ୍ଥ୍ୟ ଫଣ୍ଡ ଆକାଉଣ୍ଟ ଖୋଲା ଯାଉ

ପ୍ରତି ମାସ ଏ ଦାନ ପଇସା ସେ ଫଣ୍ଡରେ ଜମା କରାଯାଉ

ମନ୍ଦିର ଦାନ ବାକ୍ସ ପଇସା ମନ୍ଦିରର ।

ଦେଖିବା ଲୋକେ କେଉଁ ବାକ୍ସରେ କେତେ ଦେଉଛନ୍ତି ।

ତା ପରେ ଆପଣମାନେ ଯେମିତି କହିବେ ସେ ପଇସା ସେମିତି ଖର୍ଚ କରିବା ।

କେବଳ ନନା ମାନଙ୍କୁ ଦୋଷ ଦେଇ ଲାଭ କ’ଣ ?

– ଲକ୍ଷ୍ମୀଧର ନାୟକ
My Facebook Post: 2nd August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights