ଶିଶୁ ସୁନ୍ଦର ପାଉଡି ଭୁଇଁଆ…

Share it

ଦିନେ ଅପପୁଷ୍ଟି ନାମେ ପୁତନା
ଦର୍ପେ ସୁନ୍ଦରଗଡରେ ପଶିଲା ।
ବହୁ ଶିଶୁଙ୍କ ନେଲା ସିଏ ପ୍ରାଣ
କ୍ରୋଧେ ଚିନ୍ତିଣ ପୁତନା ମରଣ ।
ସରକାରେ କରିବାରୁ ଆକଟ
ଟଳିଥିଲା ସେ ପୁତନା ସଙ୍କଟ ।
ଶିଶୁ ସୁନ୍ଦର ପାଉଡି ଭୁଇଁଆ
କିମ୍ପା ଲୁହ ଗଡାନ୍ତା ତା’ର ମାଆ ?

( A visit to Sanjhol area of Lahunipada Block, Sundargad district to address the problem of unprecedented massive death of Paudi Bhuian children due to malnutrition, perhaps in the year 2005 )

SMRUTI EKA RUPA JANHA – 9

Laxmidhar Nayak


Share it

Leave a comment

Your email address will not be published. Required fields are marked *

Verified by MonsterInsights