Mo Lekha
My Facebook Post: 9th October 2019
ଗୋଟାଏ ଡାକ୍ତର ଫନି ବେଳେ ଡିଉଟି ଗଲା ନାହିଁ ବୋଲି ନବୀନ ସରକାର ତାଂକର ଚାକିରୀ ଖାଇ ଦେଲ, ଭଲ କଲ।
ଏ ଶିଳ୍ପ ବିଭାଗ ଦରମା ନେବାପାଇଁ ହାଜିରା ପକେଇ ଦେଇ କୋଡିଏ ବର୍ଷ ହେଲା ଶୋଇଚି, ତାଂକ ଚାକିରୀକୁ ଖାଉନ, କଣ ସେଗୁଡା ପିତା ଲାଗୁଚି କି ?
ଶିଳ୍ପ ବିଭାଗ କର୍ମଚାରୀଂକ ଦରମା ଓ ଅନ୍ୟାନ୍ୟ ଖର୍ଚ ବାବଦକୁ ଆମେ ବର୍ଷକୁ ଦେଉଛୁ 240 କୋଟି ଟଂକା, କଣ ଖାଇ ପିଇ ନାହିରେ ଜଡା ତେଲ ପକେଇ ଶୋଇବାକୁ?
ଜାନକୀ ବାବୁ ହଜାରେ ଦିନରେ ହଜାରେ ଶିଳ୍ପ କରି ଦେଲେ, ଏବେ ତ ଆହୁରି ସୁବିଧା ହେଇ ଗଲାଣି, ଗୋଟାଏ ପ୍ରଡକ୍ଟର ବଜାର ସୂଚନା, ଯନ୍ତ୍ରପାତି ମିଳିବା ସୂଚନା ତ ଏବେ ଆଙ୍ଗୁଠି ଅଗରେ , ହଜାରେ ଦିନରେ 3 ହଜାର ଶିଳ୍ପ ବସେଇ ପାରିବା କଥା, ଶିଳ୍ପ ମଧ୍ୟମ ହେଲେ ଭଲ, କ୍ଷୁଦ୍ର ହେଲେ ଆହୁରି ଭଲ ।
ଗୋଟାଏ ଡାକ୍ତର ଫନି ବେଳେ ଡିଉଟି ଗଲା ନାହିଁ ବୋଲି ନବୀନ ସରକାର ତାଂକର ଚାକିରୀ ଖାଇ ଦେଲ, ଭଲ କଲ।
ଏ ଶିଳ୍ପ ବିଭାଗ ଦରମା ନେବାପାଇଁ ହାଜିରା ପକେଇ ଦେଇ କୋଡିଏ ବର୍ଷ ହେଲା ଶୋଇଚି, ତାଂକ ଚାକିରୀକୁ ଖାଉନ, କଣ ସେଗୁଡା ପିତା ଲାଗୁଚି କି ?
ଶିଳ୍ପ ବିଭାଗ କର୍ମଚାରୀଂକୁ ଗୋଟାଏ ଟାର୍ଗେଟ୍ ଦିଆଯାଉ।
ତାଂକୁ ପଚରାଯାଉ, ବାବୁ ବର୍ଷକୁ ତମେ କେଇଟା କ୍ଷୁଦ୍ର, ମଧ୍ୟମ ଶିଳ୍ପ ବସେଇ ପାରିବ, ସେମାନେ ଉତ୍ତର ଦିଅନ୍ତୁ, ସେଇଟା ହେଲା ତାଂକର ଟାର୍ଗେଟ୍।
କରି ପାରିଲେ ରୁହ, ନହେଲେ ଚାକିରୀ ଛାଡ, ଯେଉଁମାନେ ଏ କାମ କରି ପାରବେ ସେମାନଂକୁ ଆମେ ରଖିବୁ।
ଦରମା ନବ, କାମ କରବନି,
ସେମିତି କେମିତି ହେବ ???
ଯଦି କାମ କରି ନପାରିବ,
ବାବୁ ତୁମକୁ ଦଣ୍ଡବତ, ତମେ ତମ ଘରକୁ ଯା,
ଆମେ 240 କୋଟିରେ ବରଂ ସାଗୁ ଦାନା କି ପାଳୁଅ କିଣିକି ଖାଇବୁ, ତୁମକୁ କାହିଁକି ଦେବୁ ?
Laxmidhar Nayak
9th October 2019
ଏକ ଦମ୍ ଠିକ୍ କଥା କହିଛନ୍ତି। ରାଜ୍ୟରେ କ୍ଷୁଦ୍ର ଶିଳ୍ପ ଟିଏ ପ୍ରତିଷ୍ଠା କରି ଆଜିକୁ ତିରିଶ ବର୍ଷ ଧରି ବଞ୍ଚାଇ ରଖିବାର ତିକ୍ତ ଅନୁଭୁତି ଅନୁଭବି ହିଁ ଉପଲବ୍ଧି କରି ପାରିବ। ଶିଳ୍ପ ବିଭାଗ ସ୍ଥାଣୁ ତାକୁ ଶତ ଧିକ୍ ।