ଶିକ୍ଷୟିତ୍ରୀଙ୍କ କାନିର ରଙ୍ଗ କି ସ୍କୁଲର କାନ୍ଥର ରଙ୍ଗ ବଦଳେଇ ଦେଲେ ଶିଳ୍ପ ମଜବୁତ ହୁଏ, ଶିକ୍ଷା ନୁହେଁ ଆଜ୍ଞା

Share it

Mo Lekha

Laxmidhar Nayak
My Facebook Post: 18th August 2021

ଶିକ୍ଷୟିତ୍ରୀଙ୍କ କାନିର ରଙ୍ଗ କି ସ୍କୁଲର କାନ୍ଥର ରଙ୍ଗ ବଦଳେଇ ଦେଲେ ଶିଳ୍ପ ମଜବୁତ ହୁଏ, ଶିକ୍ଷା ନୁହେଁ ଆଜ୍ଞା

ସେ ରଙ୍ଗ ବଦଳୁ, ବେଶି କିଛି ନାକରା କାମଟେ ମଧ୍ୟ ନୁହେଁ,

ହେଲେ ମୋ କହିବା କଥା ଶିକ୍ଷା କଥା ମୁଣ୍ଡରେ ପଶିଛି ତ ଆଉ ଟିକେ ଭଲ ଆଉ ଟିକେ ବଡ ଚିନ୍ତା କର,

ଶିକ୍ଷା ବ୍ୟବସ୍ଥାକୁ ଦୁର୍ଗତିରୁ ଉଦ୍ଧାର କର


Laxmidhar Nayak
My Facebook Post: 18th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights