ଯଦି ଚାକିରୀଗୁଡା ନୈତିକ ଓ ସେମାନେ ଚାକିରୀରେ ରହିବେ, ତାହେଲେ ବିରଞ୍ଚିନାରାୟଣଙ୍କ ଟଙ୍କାଗୁଡା ଅନୈତିକ ହେବ କାହିଁକି ?

Share it

My Facebook Post: 2nd August 2021

ବଡ ନହେଲା ନାହିଁ, ଯେତିକି ମନେ ପଡୁଛି ସେତିକି ଲେଖି ପ୍ରଥମେ ବିରଞ୍ଚିନାରାୟଣ ଗୋଟିଏ ଛୋଟିଆ ତାଲିକା ଦିଅନ୍ତୁ,

ଯଦି ବିରଞ୍ଚିନାରାୟଣଙ୍କ ଟଙ୍କା ଅନୈତିକ, ଚାକିରୀଗୁଡା ନୈତିକ କେମିତି ହେବ ?

ଯଦି ଚାକିରୀଗୁଡା ନୈତିକ ଓ ସେମାନେ ଚାକିରୀରେ ରହିବେ, ତାହେଲେ ବିରଞ୍ଚିନାରାୟଣଙ୍କ ଟଙ୍କାଗୁଡା ଅନୈତିକ ହେବ କାହିଁକି ?

ଯଦି ଟଙ୍କା ଅନୈତିକ ନହେଲା, ତାହେଲେ ଶୀଘ୍ର ବିରଞ୍ଚିନାରାୟଣଙ୍କୁ ତାଙ୍କ ଟଙ୍କା ଫେରେଇ ତାଙ୍କୁ ସେସବୁକୁ ଖର୍ଚ୍ଚ କରିବାର ସୁଯୋଗ ଦିଅ, ଦେଶର GST ବଢିବାରେ କାହିକିଁ ବାଧକ ସାଜିବ ? ଏମିତିରେ ଦେଶରେ ଏଇନେ ମାନ୍ଦା ଅବସ୍ଥା ଚାଲିଛି ।

ଲକ୍ଷ୍ମୀଧର ନାୟକ
My Facebook Post: 2nd August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights