ଯଦି ଗୋଟିଏ ନୁଆଖାଇ ପାହାର ଦେବାକୁ ହୁଏ, ଏହା କାହାକୁ ଦିଆଯିବା ଉଚିତ ହେବ ?

Share it

ନୁଆଖାଇ ପରେ ପରେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଚାଲିଯିବେ ।
୧. ଏମାନଂକ ପାଇଁ ଦାଦନ ଯିବାର ଆକର୍ଷଣ କ’ଣ ?
୨. ଏମାନେ କେଉଁ କାମରେ ଦକ୍ଷ ?
୩. ଏମାନଂକ ଦକ୍ଷତା ଅନୁଯାୟୀ କାମ ଆମ ରାଜ୍ଯରେ ଉପଲବ୍ଧ କରାଇବା ଅସମ୍ଭବ କି ?
୪. ଏ ଦାୟିତ୍ୱ କାହାର ?
୫. ଶ୍ରମ ଅଧିକାରୀର ଦାୟିତ୍ୱ କ’ଣ କେବଳ ଶ୍ରମିକ ଗଣିବା ?

ସମସ୍ତଂକୁ ନୁଆଖାଇ ଜୁହାର

ଯଦି ଗୋଟିଏ ନୁଆଖାଇ ପାହାର ଦେବାକୁ ହୁଏ,
ଏହା କାହାକୁ ଦିଆଯିବା ଉଚିତ ହେବ ?

Laxmidhar Nayak
My Facebook Post:
13th September 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights