ଯିଏ ବି ବଡ ବଡିଆ ବଡ ବଡ ଋଣ ନେଲେ ଫେରେଇବା ନାଁ ଧରିଲ ‘ନୀରବ’ ହୋଇ ଯାଉଛନ୍ତି । ( ନୀରବ = ନୀରବ ମୋଦି )

Share it

Mo Lekha
30th August 2018

ବିମୁଦ୍ରାକରଣ କଲେ ସରକାର
୧୫ ଲକ୍ଷ କୋଟି କାହାର ନା କାହାର ଆକାଉଣ୍ଟରେ ଡିପୋଜିଟ୍ ହୋଇଗଲା

ସୁଧ ଗଣୁଛି ବିଚରା ବ୍ଯାଂକ୍
୧୫ ଲକ୍ଷ କୋଟିର ବର୍ଷକୁ ୫% ସୁଧ କେତେ ହେଉଛି ହିସାବ କରନ୍ତୁ

ଋଣ ନେବାକୁ ସଫଳ ଉଦ୍ଯୋଗୀ, ଆଧୁନିକ ଜ୍ଞାନ କୌଶଳ , ସରକାରୀ ଦୃଢତା , କ୍ଷୁଦ୍ର ମଧ୍ଯମ ଶିଳ୍ପ ପାଇଁ ବାତାବରଣ, ବିଶ୍ୱ ବାଣିଜ୍ଯର ଛଂଚାଣ ପଂଝାରୁ ସୁରକ୍ଷାର ଘୋର ଅଭାବ,

ଛୋଟ ଛୋଟ ଉଦ୍ଯୋଗ, ସୁରୁଖୁରୁ ଆୟ –
ଏ ବାତାବରଣକୁ, ମଧ୍ଯପ୍ରଦେଶ ବାଘ ସାତକୋଶିଆ ବାରହା କୁ ଖାଇଲା ପରିକା ବିଶ୍ୱ ବଜାର ଖାଇ ଚାଲିଛି ।

ଯିଏ ବି ବଡ ବଡିଆ ବଡ ବଡ ଋଣ ନେଲେ ଫେରେଇବା ନାଁ ଧରିଲ
‘ନୀରବ’ ହୋଇ ଯାଉଛନ୍ତି ।

( ନୀରବ = ନୀରବ ମୋଦି )


Laxmidhar Nayak
My Facebook Post: 30th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights