Mo Lekha
30th August 2018
ବିମୁଦ୍ରାକରଣ କଲେ ସରକାର
୧୫ ଲକ୍ଷ କୋଟି କାହାର ନା କାହାର ଆକାଉଣ୍ଟରେ ଡିପୋଜିଟ୍ ହୋଇଗଲା
ସୁଧ ଗଣୁଛି ବିଚରା ବ୍ଯାଂକ୍
୧୫ ଲକ୍ଷ କୋଟିର ବର୍ଷକୁ ୫% ସୁଧ କେତେ ହେଉଛି ହିସାବ କରନ୍ତୁ
ଋଣ ନେବାକୁ ସଫଳ ଉଦ୍ଯୋଗୀ, ଆଧୁନିକ ଜ୍ଞାନ କୌଶଳ , ସରକାରୀ ଦୃଢତା , କ୍ଷୁଦ୍ର ମଧ୍ଯମ ଶିଳ୍ପ ପାଇଁ ବାତାବରଣ, ବିଶ୍ୱ ବାଣିଜ୍ଯର ଛଂଚାଣ ପଂଝାରୁ ସୁରକ୍ଷାର ଘୋର ଅଭାବ,
ଛୋଟ ଛୋଟ ଉଦ୍ଯୋଗ, ସୁରୁଖୁରୁ ଆୟ –
ଏ ବାତାବରଣକୁ, ମଧ୍ଯପ୍ରଦେଶ ବାଘ ସାତକୋଶିଆ ବାରହା କୁ ଖାଇଲା ପରିକା ବିଶ୍ୱ ବଜାର ଖାଇ ଚାଲିଛି ।
ଯିଏ ବି ବଡ ବଡିଆ ବଡ ବଡ ଋଣ ନେଲେ ଫେରେଇବା ନାଁ ଧରିଲ
‘ନୀରବ’ ହୋଇ ଯାଉଛନ୍ତି ।
( ନୀରବ = ନୀରବ ମୋଦି )
Laxmidhar Nayak
My Facebook Post: 30th August 2018