ମୋ ପିଲାଙ୍କୁ ମିଳି ଥାଆନ୍ତା କି ମୋର କାଣିଚାଏ ପିଲାଦିନ

Share it

My Facebook Post: 4th August 2019

ମୋ ପିଲାଙ୍କୁ ମିଳି ଥାଆନ୍ତା କି
ମୋର କାଣିଚାଏ ପିଲାଦିନ

ମୋ ପିଲା ମୁଣ୍ଡରେ ଲଦି ସଂଖ୍ୟାର ପାହାଡ
ପିତା ମାତା ମୁଣ୍ଡେ ଖୁନ୍ଦି ଈର୍ଷାର ସାଗର

କି ଯଶ ପାଉଛ ହେ
ଗୁରୁ ବ୍ରହ୍ମା
ଗୁରୁ ବିଷ୍ଣୁ
ଗୁରୁଦେବ ମହେଶ୍ୱର

ଗଢି ଗୁଡେ ସ୍ନେହ ପ୍ରୀତି
ସମ୍ବେଦନ ହୀନ ଯାନ୍ତ୍ରୀକ କଙ୍କାଳ


(My son Ankit Kumar Nayak in his childhood at my village Kharipadia)


– ଲକ୍ଷ୍ମୀଧର ନାୟକ
My Facebook Post : 4th August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights