” ମୁଁ ଆପଣଂକ ଅତି ବିଶ୍ୱସ୍ତ ସେବକ, Sir “

Share it

ସଚିବାଳୟ ନାଁ
ଲୋକ ସେବା ଭବନ ହେଲା

ଭଲ ହେଲା

କେବଳ କଲେକ୍ଟର, ଏସ୍ ପି, ସଚିବମାନେ ସାଧାରଣ ଲୋକଂକୁ ଚିଠି ଲେଖିଲେ,
ଚିଠିର ତଳେ ଲେଖନ୍ତୁ

” ମୁଁ ଆପଣଂକ ଅତି ବିଶ୍ୱସ୍ତ ସେବକ, Sir ”

ଓହୋ, ଭାରି ଭଲ ଲାଗିବ ଶୁଣିବାକୁ

ବ୍ରିଟିଶ ଶାସନରେ ସରକାରୀ ଅଫିସରମାନେ ସାଧାରଣ ଲୋକଂକୁ ଚିଠି ଲେଖିଲେ ବି, ଶେଷରେ ଲେଖୁଥିଲେ –
I have the honour to be, sir,
Your most obedient servant


ସ୍ୱାଧୀନତା ପରେ
ଆଜି କାଲିକା ସରକାରୀ ଅଫିସରମାନେ ଏପରି ଲେଖୁନାହାନ୍ତି କାହିଁକି ?

କୌଣସି ଆଇନ ତାଂକୁ ବାରଣ କରିଛି କି ?

ସେପରି ନଲେଖୁ ଥିବାରୁ ସେମାନଂକୁ ସେମାନଂକର ପଦମର୍ଯ୍ଯାଦା ବା ଔକାତ୍ ସ୍ମରଣରେ ରହୁ ନାହିଁ ,

ସେଥିପାଇଁ ସେବା ମନୋଭାବ ଊଣା ହୋଇ ଯାଉଛି ବୋଧହୁଏ ।

( ଉଲ୍ଲାସ ହର୍ଷ ବର୍ଦ୍ଧନାର୍ଥେ ଲକ୍ଷ୍ମୀଧରୋପନିଷଦ ? Ha ha ha )

ଲକ୍ଷ୍ମୀଧର ନାୟକ
My Facebook Post: 30th July 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights