ମୋଦୀଙ୍କ ଶାସନରେ ସବୁଠୁ ଶସ୍ତା ଜିନିଷ

Share it

ମୋଦୀ ଶାସନରେ ଯେ ସବୁ ଜିନିଷ ମହଙ୍ଗା ହୋଇଯାଇଛି ସେମିତି କହିବା ଠିକ୍ ହେବନି, କିଛି ଖୁଚୁରା ମୁଚୁରା ଜିନିଷ ଯଥା ପେଟ୍ରୋଲ, ଡିଜେଲ୍, ରୋଷେଇ ଗ୍ୟାସ, ବସ୍ ଭଡା, ଟ୍ରକ୍ ଭଡା, ଟ୍ୟାକ୍ସି ଭଡା, ଟୋଲ ଟ୍ୟାକ୍ସ, ରେଳ ଭଡା, ପ୍ଲାଟ ଫର୍ମ ଟିକେଟ୍, ବିମାନ ଭଡା , ବେପାରୀ ଡାଲି, ତେଲ, ରସୁଣ, ପିଆଜ, ଆଳୁ ଇତ୍ୟାଦି ଭଳି କେଇଟା ଲୋ ଭାଲ୍ୟୁ ଜିନିଷ ମହଙ୍ଗା ହୋଇଥିଲେ ହୋଇଥିବ,

କିନ୍ତୁ ଅନେକ high value ଜିନିଷ ତ ଶାଗ ଠୁ ବି ଶସ୍ତା ହେଇ ଯାଇଛି, ସେଥି ପାଇଁ କେହି ଜଣେ ବି ମୋଦୀ ସରକାରଙ୍କୁ ପ୍ରଶଂସା କରିବା ଦିଶୁନି ତ ?

ସବୁଠୁ ଶସ୍ତା ହୋଇଥିବା ଜିନିଷ ଭିତରେ ଲକ୍ଷ ଲକ୍ଷ କୋଟି ଟଙ୍କାର

1. ରାଷ୍ଟ୍ରୀୟ ସମ୍ପତ୍ତି ଓ
2. ରାଷ୍ଟ୍ରୀୟ ଭାଷଣ

କେତେ ଶସ୍ତା ନ ହେଇଛି କହିଲେ !


Share it

Leave a comment

Your email address will not be published. Required fields are marked *

Verified by MonsterInsights