ମାତ୍ର ୧ ଟଙ୍କାରେ କରନ୍ତୁ ଫସଲ ବୀମା : ଯୋଗାଯୋଗ ନଂ 155333

Share it

ଅଳପ ଖବର : 24th July 2024

ଚଳିତ ଖରିଫ ୨୦୨୪ ଋତୁ ପାଇଁ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପଞ୍ଜୀକରଣ କରିବା ପାଇଁ ଅନୁରୋଧ ।

ଆପଣମାନେ ଚାଷ କରୁଥିବା ଧାନ, ମକା, ଚିନାବାଦାମ, ହରଡ଼, ମଣ୍ଡିଆ, କପା, ଅଦା ଓ ହଳଦୀ ଫସଲ ପାଇଁ ଫସଲବୀମା କରାଇପାରିବେ ।

ଫସଲବୀମାରେ ପଞ୍ଜୀକୃତ ହେବାପାଇଁ ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ପ୍ଳଟ ପିଛା ମାତ୍ର ୧ ଟଙ୍କା ଦେବାକୁ ପଡିବ ।

ଅଧିକ ସୂଚନା ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖା, ଜନସେବା କେନ୍ଦ୍ର, କୃଷିବିଭାଗ, ଡାକଘର, ପ୍ରାଥମିକ ସେବା ସମବାୟ ସମିତି, ଓଡିଶା ସରକାରଙ୍କ ଆମକୃଷି ନଂ 155333 କିମ୍ବା ଭାରତ ସରକାରଙ୍କ କୃଷି ରକ୍ଷକ ନଂ ୧୪୪୪୭ ରେ ଯୋଗାଯୋଗ କରନ୍ତୁ ।


Share it

Leave a comment

Your email address will not be published. Required fields are marked *

Verified by MonsterInsights