ମାଟ୍ରିକ୍ ମେଧାବୀଙ୍କ ମଧ୍ୟରୁ କେହି ଚାହିଁଲେ ନି ଭବିଷ୍ୟତରେ ଜଣେ ସ୍କୁଲ ଶିକ୍ଷକ ହେବାକୁ

Share it

My Facebook Post:2nd August 2020

ଏଥର ମାଟ୍ରିକ୍ ମେଧାବୀଙ୍କ ମଧ୍ୟରୁ କେହି ଚାହିଁଲେ ନି ଭବିଷ୍ୟତରେ ଜଣେ ସ୍କୁଲ ଶିକ୍ଷକ ହେବାକୁ

କାରଣ କଣ ??

ତାର ଉତ୍ତର ରଖିଛନ୍ତି Nirmal Mallick, ଓଡିଶା ଶିକ୍ଷକ ସଙ୍ଗଠନ ଗ୍ରୁପ ସଦସ୍ୟ

” ଖାଲି ଶିକ୍ଷକତା କରିବାକୁ ହୁଏତ ରାଜି ହୁଅନ୍ତେ
କିନ୍ତୁ ଶିକ୍ଷକରୁ ଜନ ଗଣନାକାରୀ,
ଘର ଗଣନାକାରୀ,
କାର୍ଡ଼ କରଣଧାରୀ,
ଡାକ୍ତର,ଇଞ୍ଜିନିୟର,କଣ୍ଟ୍ରାକ୍ଟର୍,ସୁଇପର୍,ଘରୁ ଛୁଆଙ୍କୁ ଡାକିକି ଆଣିବ,
ଔଷଧ ବଣ୍ଟାଳୀ,
ପୋଷାକ ବଣ୍ଟାଳୀ,
ଟଙ୍କା ବଣ୍ଟାଳୀ,
ଚାଉଳ ବଣ୍ଟାଳୀ,
ଅନ୍ ଲାଇନ୍ ଶିକ୍ଷାଳୀ,
ସ୍କୁଲ୍ ଜଗାଳୀ,
ଅଫିସରଙ୍କୁ ଭଲମନ୍ଦ ବେଳେ ହାତ ଗୁଞ୍ଜାଳୀ,
ରୋଷେଇଆଳୀ…..ଇତ୍ଯାଦି ଆହୁରି କେତେ କ’ଣ !

ଶେଷରେ ଶିକ୍ଷା କମିଟି ପାଖରେ ଛିଡ଼ା ହେଇଥିବ ବିଚରା ହାତ ମଳି

ସତେକି ସେ ହିଁ ଏ ପୃଥିବୀକୁ ଆସିଛି ପଡ଼ିବାକୁ ବଳି ”

ଲକ୍ଷ୍ମୀଧର ନାୟକ
Facebook Post:2nd August 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights