ଭିତରେ ବନ୍ୟା ବାହାରେ ବର୍ଷା

Share it

Mo Lekha
Laxmidhar Nayak
My Facebook Post: 17th August 2021

ଆପଣଙ୍କ ଆଡେ ଏବେ ନିଶ୍ଚୟ ବର୍ଷା ହେଉଥିବ,
କାଇଁ କହୁ ନାହାନ୍ତି ଯେ !

ବରଷା କାଳ ଅଟେ ମଙ୍ଗଳକାରୀ
ପାଳଇ ପରଜାଙ୍କୁ ବରଷି ବାରି

ମୋର ତ ଭିତରେ ବନ୍ୟା ବାହାରେ ବର୍ଷା
ବନ୍ୟାକୁ ଗାମୁଛାରେ ଘୋଡେଇ ମୁଁ ବା କି ବର୍ଷା ବର୍ଣ୍ଣନା କରି ପାରନ୍ତି ଯେ କରିବି

ତଥାପି ତ ସବୁଦିନ ଧାଡିଏ ଦି ଧାଡି ଅଳପ ବହୁତ ବର୍ଷୁଛି ଆପଣମାନଙ୍କ ମନକୁ ଭେଦେଇବାକୁ
ଭେଦୁଛି କି ନାହିଁ ତ ଜାଣେନି, ତାହା ଭିନ୍ନ କଥା ମଧ୍ୟ

କିନ୍ତୁ ମୁଁ ବେଳେବେଳେ ଭାବୁଛି
ଏଥି ପାଇଁ କଣ ମୋର ଜନମ
କି ଭାବି ବିଧାତା ଲେଖୁଥିଲା ଭାଗ୍ୟ
ଜାଣୁ ଜାଣୁ ମୁଁ ତ ଶୋଭାନନ୍ଦନ
ଏ କି ଭାଗ୍ୟ ଭୋଗ୍ୟ ଯୋଗ୍ୟ ବା ଦିଶିଲା ତାରେ ଶୋଭନ

Laxmidhar Nayak
My Facebook Post: 17th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights