ଭଅଁର ତ ମୁର୍ଖ

Share it

ଭଅଁର ତ ମୁର୍ଖ
ଜଙ୍ଗଲରେ ନେସନାଲ ହାଇୱେ ଟେ
କେଉଁଠି ଥାଏ ଯେ
ଫୁଲ ଗାଁ କୁ !

ତଥାପି ସେ ଭେଟିଯାଏ ତା ମନ ଫୁଲକୁ
କେମିତି କେଜାଣି
ପୁଣି ଗୀତ ବୋଲି ଗୁଣୁ ଗୁଣୁ
ଯେତେବେଳେ ଯେମିତି ଆସେ ତା ମନକୁ
ସତେ ଯେମିତି ସେଇ ତାର ଲକ୍ଷ୍ୟ

ଭଅଁର ତ ମୂର୍ଖ !!

ଲକ୍ଷ୍ମୀଧର ନାୟକ
( ସବୁ ଭଲ ଶିଷ୍ୟଙ୍କ ତରଫରୁ )
My Facebook Post : 5th September 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights