ବିଭ୍ରାନ୍ତିର ବିଷ

Share it

ବିଭ୍ରାନ୍ତିର ବିଷ

ସବୁଠି ବିଭ୍ରାନ୍ତିର ବିଷ
ବାଲେଶ୍ବରରେ ନାବାଳିକାକୁ
ଧର୍ଷଣ ଓ ହତ୍ଯା
ଶବ ଉଦ୍ଧାର
ନାବାଳିକାର ବୟସ ଏଗାର
ପାଶବିକତାରେ ଉବୁଟୁବୁ ସାରା ସଂସାର
ବଂଗ ନୁହେଁ କି ନୁହେଁ ଓଡ଼ିଶା
ସବୁ ଅଂଚଳରେ ଏପରି ନାରକୀୟ କାଣ୍ଡ
ସବୁସ୍ଥାନରେ ପୁରୁଷଂକୁ ଗ୍ରାସିଛି ପିଶାଚ
କହାକୁ ଦୋଷ ଦେଇ ଲାଭ କଣ
ଏ କଳିଯୁଗର ପ୍ରାରମ୍ଭ
ଏପରି ଧ୍ବଂସ ହେବ ମଣିଷ ବଂଶ
ସୃଷ୍ଟିର ହେବ ସର୍ବନାଶ
ତେଣୁ ଏବେଠୁ ନ ସଜାଡ଼ିଲେ
ପରିବାର, ରାଇଜ ଓ ଦେଶ
କିଛି ବର୍ଷ ଉତ୍ତାରେ
ସବୁଆଡ଼େ କେବଳ ଥିବ
ଜନ ମାନବ ଶୂନ୍ଯ ଖାଁ ଖାଁ ପରିବେଶ
ଏ ଧରାର ଅବଶ୍ଯମ୍ଭାବୀ ଅବଶେଷ।


ରତ୍ନାକର ରାଉତ,
ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ,
ଭୁବନେଶ୍ବର


Share it

Leave a comment

Your email address will not be published. Required fields are marked *

Verified by MonsterInsights