ବାବା ରେ ଏଇଟା ହେଲା ଅସଲ ମଞ୍ଜି ଅର୍ଥନୀତି, ଏଇ ଧାଡିକ କଥା ମନେ ରଖିବ

Share it

Mo Lekha
Laxmidhar Nayak
13th August 2023

ଏ ଜହ୍ନି ଗଛରେ କଣ ଏତେ ବଡ ବଡ ଜହ୍ନିଫୁଲ ଫୁଟିଲାଣି ? କେତେ ବଡ ବଡ ଜହ୍ନି ଫଳୁଛି ଦେଖିବା ।

ଗୋଟେ ଦି ବର୍ଷ ପୁରୁଣା ସୂର୍ଯ୍ଯମୁଖୀ ଲଙ୍କା ଗଛ ଥିଲା, ଏ ବର୍ଷ ଲଙ୍କା ରେଟ୍ ଦେଖି ମୁଁ ତା ମୁଳକୁ ଟିକେ କୋଡା ଖୁସା କରି ଦେଇଥିଲି, ପ୍ରବଳ ଫଳୁଛି, ବହୁତ ରାଗ ବି,

ତେଣୁ ଆମ ପାଇଁ ଲଙ୍କା କିଲୋ 200 ହେଲେ ଯାହା 2000 ହେଲେ ତାହା 20 ଟଙ୍କା ହେଲେ ବି ତାହା , ଆମର କଣ ଯାଉଛି ? ମଞ୍ଜି ତ ମାଟିରେ ପୋତିଲେ ଫଳେ, ବଜାର ଦର ଆମର କଣ କରିବ ?

ବାବା ରେ ଏଇଟା ହେଲା ଅସଲ ମଞ୍ଜି ଅର୍ଥନୀତି,
ଏଇ ଧାଡିକ କଥା ମନେ ରଖିବ

ସବୁ ଦିନ ଚାରି ପାଞ୍ଚଟା ଲଙ୍କା ବି ଆମେ ବ୍ଯବହାର କରି ପାରୁନୁ ବାଟଣରେ । ଅବଶ୍ଯ ଆମର ତିନି ଜଣ ଲୋକଙ୍କ ପାଇଁ ରୋଷେଇ ।

ଭିଡିଓ ଆଜିର
13.08.2023

https://www.facebook.com/reel/306499405235457?mibextid=9drbnH&s=yWDuG2&fs=e


Share it

Leave a comment

Your email address will not be published. Required fields are marked *

Verified by MonsterInsights