ଫୁଲେ ବନ୍ଧୁରତା କାହିଁ !

Share it

ରାସ୍ତା ସାରା ବାଲି
ଗଛଟିଏ ନାହିଁ
ଖାଲି ଛାଇ ଖାଲି ଛାଇ
ବନ୍ଧୁର ବେଭାର
ଫୁଲ ଠୁ କୋମଳ
ଫୁଲେ ବନ୍ଧୁରତା କାହିଁ !

Happy friendship day !

ଲକ୍ଷ୍ମୀଧର ନାୟକ
My Facebook Post: 5th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights