ପାଣ୍ଡିଆନ ସାର୍ ଙ୍କ ଶନିବାରିଆ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କେ

Share it

Mo Lekha
Laxmidhar Nayak
My Facebook Post: 14th August 2023

ପ୍ରତି ଶନିବାର ଯା କି ସବୁଦିନ ସକାଳୁ ଯା, ଅନ୍ଯ ଲୋକଙ୍କ ସହ ଲାଇନ୍ ରେ ଯା ରେ ବାବା

ଭିଆଇପି ଗିରି ଦେଖା ନା

ସେ ଅଧୁମା ଗଉଡକୁ କେହି ଦଣ୍ଡବତ କଲେ ତାର ହଁ, ନକଲେ ହଁ, ଗାଳି ଦେଲେ ହଁ, ପ୍ରଶଂସା କଲେ ହଁ, ମୁଣ୍ଡରେ ବସେଇଲେ ହଁ, ତା ମୁଣ୍ଡରେ ବସିଲେ ବି ହଁ, ଖାଇବାକୁ ଦେଲେ ହଁ, ନଦେଲେ ହଁ, ପାଟ ମଠା ପିନ୍ଧେଇଲେ ହଁ, କାଛିଆ ପିନ୍ଧେଇଲେ ହଁ, ଫୁଲରେ ଗୋଡ ଠୁ ମୁଣ୍ଡ ଯାଏ ଛାଇ ଦେଲେ ହଁ , ତୁଳସୀ ପତରଟେ ବି ଦେଇ ଦେଲେ ହଁ …

ହେଲେ ତା ଆଗରେ ଅହଙ୍କାର ଦେଖେଇଲେ ସେ ଅଧୁମା କାହାର ନୁହଁଇ, ସିଧା ଚକ୍ର ଚଲାଇ

ସାବଧାନ୍

ଯାଉଛୁ ତ ଯା
ଅବାଟରେ ନୁହେଁ ବାଟରେ ଯା
ଲୋକଙ୍କ ସହ ଲାଇନରେ ଯା

ଯଦିବା ସମୟ ବଞ୍ଚେଇବା ପାଇଁ ଅବାଟରେ ଯାଉଛ ତାକୁ ଏମିତି ବାହାଦୁରୀ ମାରି ଟିଭିରେ ଦେଖାନା

କଥା ମାନ୍ ରେ ବାବୁ
ମଙ୍ଗଳ ହେବ

Laxmidhar Nayak
My Facebook Post: 14th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights