ନିର୍ବାକ ଜନତା ହିଁ ପ୍ରଳୟର ବଳ

Share it

ଯେଉଁ ଦେଶର ନେତାମାନେ ସମାଲୋଚନା ଅସହିଷ୍ଣୁ
ସେ ଦେଶ ଦେଶ ନୁହେଁ ନର୍କ କୁଣ୍ଡ ହେଲେ ହୋଇଥିବ

ଯେଉଁ ଦେଶର ଦଣ୍ଡଧାରୀ ଦଣ୍ଡ ଦେଇ ନଜାଣି ପ୍ରତିଶୋଧ ନିଏ
ସେ ଦେଶର ଲୋକ ମୁକ ନୁହେଁ ଝଡ ପୂର୍ବର ନୀରବତା ପରି ନିର୍ବାକ ହୋଇଯିବା ଥୟ

ନିର୍ବାକ ଜନତା ହିଁ ପ୍ରଳୟର ବଳ
ମନେ ରଖ କ୍ଷମତା ବଳରେ ବଳୀୟାର ଦୁର୍ବଳ ଶୃଗାଳ
ପ୍ରତିକ୍ରିୟା କାଳ ହେଲେ ନିସ୍ତବ୍ଧତା ମହାବଳ
କାଳ ଭୀଷଣ ହେଲେ ନୀରବତା ମହାକାଳ

ଲକ୍ଷ୍ମୀଧର ନାୟକ
My Facebook Post: 10th October 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights