ନୂଆଖାଇ ଜୁହାର

Share it

ନୂଆଖାଇ ଜୁହାର

କୁଟୁମ୍ୱ ବନ୍ଧୁ ଯେ ବିଦେଶୀ
ଯେ ଅନ୍ନ ଦାନ ଦିଏ ହସି ।

ଗଂଗା ଗୟା ଯେ ବାରାଣସୀ
ତା ହସ୍ତେ ସର୍ବ ତୀର୍ଥ ବସି ।

ଯେ ଅନ୍ନ ଦିଅନ୍ତି ହୋ ଦାନ
ଦେବେ କରନ୍ତି ତାଂକୁ ମାନ୍ଯ ।

ଯେ ଅନ୍ନ ବସ୍ତ୍ର ଦେଉଥାଇ
ତା ପୁଣ୍ଯ ମୁଖେ କେବା କହି ।

ମହାପୁରୁଷ ଶ୍ରୀଅଚ୍ଯୁତାନନ୍ଦ
ଶ୍ରୀଗୁରୁଭକ୍ତିଗୀତା, ତୃତୀୟ ଖଣ୍ଡ, ଦ୍ୱିତୀୟ ପଟଳ

ମହାନ ଗଣପର୍ବ ନୂଆଖାଇ ଅବସରରେ
ସମସ୍ତଂକୁ ନୂଆଖାଇର ଅଭିନନ୍ଦନ ।
ସସମ୍ମାନ ଜୁହାର ।

Laxmidhar Nayak
My Facebook Post: 3rd September 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights