ଧାରା 370

Share it

ଜାମୁ କାଶ୍ମୀର ରୁ ଗୋଟିଏ ଧାରା ହଟାଇବା ଯଦି କାହାର କର୍ତ୍ତବ୍ୟ ହେଲା ତ ହେଉ,

ହେଲେ ମୋ ଜାମ୍ମୁ କାଶ୍ମୀର ର ଏ କୁନି କୁନି ପିଲାମାନଙ୍କ ମୁହଁ ଏପରି ସଦା ହସ ହସ ରଖିବା ଦାୟିତ୍ଵ ମଧ୍ୟ ତାହାର,

ଏ କଥା କେହି ଯେପରି ପାଶୋରି ନଯାଏ,

ସାବଧାନ

ଲକ୍ଷ୍ମୀଧର ନାୟକ
My Facebook Post: 5th August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights