ଧର୍ମ

Share it

ପରା, ପଶ୍ୟନ୍ତି, ମଧ୍ୟମା, ବୈଖାରୀ
ଧ୍ୱନି ଭେଦରେ ନାଦ ହୁଏ ଚାରି

ସ୍ଥୁଳ କଥାବାର୍ତ୍ତା ବୈଖାରୀ ନାଦ
ସ୍ଥୂଳରୂପ ଧ୍ୟାନ ମଧ୍ୟମା ଭେଦ

ପୁସ୍ତକ ସ୍ୱାଧ୍ୟାୟ ନାଦ ପଶ୍ୟନ୍ତି
ପରା ନାଦେ ରୂପ ଧରେ ଅନାଦି

ଏ ଭେଦ ଭେଦା ମାନବ ବୋଲାଇ
ଏଇତ ଧରମ ଆନ ଧର୍ମ କାହିଁ !!

ଲକ୍ଷ୍ମୀଧର ନାୟକ
16.02.2020


Share it

Leave a comment

Your email address will not be published. Required fields are marked *

Verified by MonsterInsights