ପରା, ପଶ୍ୟନ୍ତି, ମଧ୍ୟମା, ବୈଖାରୀ ଧ୍ୱନି ଭେଦରେ ନାଦ ହୁଏ ଚାରି
ସ୍ଥୁଳ କଥାବାର୍ତ୍ତା ବୈଖାରୀ ନାଦ ସ୍ଥୂଳରୂପ ଧ୍ୟାନ ମଧ୍ୟମା ଭେଦ
ପୁସ୍ତକ ସ୍ୱାଧ୍ୟାୟ ନାଦ ପଶ୍ୟନ୍ତି ପରା ନାଦେ ରୂପ ଧରେ ଅନାଦି
ଏ ଭେଦ ଭେଦା ମାନବ ବୋଲାଇ ଏଇତ ଧରମ ଆନ ଧର୍ମ କାହିଁ !!
ଲକ୍ଷ୍ମୀଧର ନାୟକ 16.02.2020
Your email address will not be published. Required fields are marked *
Comment *
Name *
Email *
Save my name, email, and website in this browser for the next time I comment.