@ ଦଳୀୟ କୁତ୍ତା vs ସ୍ବାଧୀନ ସିଂହ

Share it

Mo Lekha
Laxmidhar Nayak
My Facebook Post: 12th August 2023

ଏଥର କୌଣସି ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଟୋଟାଲ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦିଆ ଯାଉ

ଏଇଟା ହେଉଛି ପୁରା ପରଫେକ୍ଟ ମେଡିସିନ୍

ଥରେ ଦିଥର ଏମିତି କନକ ନାମ ପାଇଗଲେ ଆଗକୁ ପୁରା ସାଇଜ୍ ହେଇଯିବେ ଏ ଦଳ ଆଉ ତାଙ୍କ ପାଦ ଚଟା ନୋଚା ପ୍ରଜାତିର ମସ୍ତିଷ୍କହୀନ ଅମେରୁଦଣ୍ଡି କ୍ରୀତଦାସ ଚାମଚା ନେତାମାନେ

ମତଦାତା ଯଦି ନିଜକୁ ଗଣତନ୍ତ୍ରର ମାଲିକ ନଭାବି ନିଜକୁ ଦଳୀୟ ଆଲସିସିଆନ୍ watch dog ହେବା ଅଧିକ ଗୌରବର କଥା ବୋଲି ଭାବିବ ତାହେଲେ ନିଜେ ଭଗବାନ ବି ତାକୁ ସେ କୁତ୍ତା ମାନସିକତା ଓ କୁକୁରତ୍ବ ବନ୍ଧନରୁ ଉଦ୍ଧାର କରି ପାରିବେନି

ନିଜେ ଭୁଲ୍ କାମ କରିବା ତ ଫଳ କଣ କାନାଡା ଲୋକ ଭୋଗିବେ ନା କ’ଣ ?

ଯେମିତି କର୍ମକୁ ସେମିତି ଫଳ
କିଏ କଣ କରିବ ??

ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦିଅ,
ଦଳୀୟ ବୁକୁଚାବୁହା ନୁହେଁ
ନିଜକୁ ଗଣତନ୍ତ୍ରର ସମ୍ମାନନୀୟ ମାଲିକ କୁହ

@ ଦଳୀୟ କୁତ୍ତା vs ସ୍ବାଧୀନ ସିଂହ

Laxmidhar Nayak
My Facebook Post: 12th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights