ଦିନେ ବସି ସାଧ ମାଝୀ ପିଣ୍ଢାରେ …

Share it

ସ୍ମୃତି ଏକ ରୂପା ଜହ୍ନ – 7
( 2001 )

ଦିନେ ବସି ସାଧ ମାଝୀ ପିଣ୍ଢାରେ
ଭାବେ କିମ୍ପା ମଲେ ଏ ଅନାହାରେ ?

କିଏ ହରିଲା ସୁଖାଦ୍ଯ ଶୃଙ୍ଖଳ
ଆମ୍ବ ଟାକୁଆ କି ହେ ବିଷଫଳ !

ଚିର ବସନ୍ତ ବହେ କାଶୀପୁରେ
ତା’ର ସନ୍ତାନ ମରେ ଅନାହାରେ ।

ଯଦି ସାଧ ମାଝୀ ଭୋକେ ମରିବ
କି କାରଣେ ଧରିବି ଏ କଲମ ??

ଲକ୍ଷ୍ମୀଧର ନାୟକ

ଅନାହାର ହେତୁ ଆମ୍ବଟାକୁଆ ଖାଇ ମୃତ୍ଯୁବରଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଥିବା ସାଧ ମାଝୀ ପରିବାର ପିଣ୍ଢାରେ (2001 ମସିହା ବୋଧହୁଏ)

Mo Lekha : Facebook post- 09.03.2018


Share it

Leave a comment

Your email address will not be published. Required fields are marked *

Verified by MonsterInsights