ଦେଓମାଳୀର ଆଧାରକାର୍ଡ

Share it

ଗୁରୁମନ୍ତ୍ର ….

ପ୍ରଶ୍ନ : ଓଡିଶାର ଉଚ୍ଚତମ ସ୍ଥାନ କିଏ ?

ଉତ୍ତର :
ତୃତୀୟ ମହଲା ପ୍ରଥମ,
ରାଜସ୍ୱ ସଚିବଙ୍କ ଅଫିସ୍ ଦ୍ୱିତୀୟ,
ରାଜସ୍ୱ ମନ୍ତ୍ରୀଙ୍କ ବାସ ଭବନ ତୃତୀୟ ଉଚ୍ଚତମ ସ୍ଥାନ ହୁଅନ୍ତୁ,

ଦେଓମାଳି ତ କାହାରି ରାଜସ୍ୱ ନକ୍ସାରେ ନଥିବ କି କଣ , ନା ଆମର ନା ଆନ୍ଧ୍ରର , ସେଇଟା ବ୍ରିଟିଶ ଖାତାରେ ଥିବ ତ ସେମିତି ଥାଉ, ଆମ ଖାତାରେ ଏତେ ବଡ କାଗଜ ନାହିଁ

ଏମିତି ଚାଲୁ ଆଉ କିଛି ଦିନ
ସ୍ୱାଧୀନତାକୁ ମାତ୍ର କେଇ ବରଷ ହେଲା କି ଏମିତି

ସୁପ୍ରିମ କୋର୍ଟ ମୁଖ୍ୟଙ୍କର ତ ମନ ଊଣା ଯେ ବେଶି ଲୋକ କୋର୍ଟ ଦୁଆରକୁ ଯାଉ ନାହାନ୍ତି, ସଚେତନତା ଅଭାବରୁ , ପଇସା ଅଭାବରୁ, ନହେଲେ ସମସ୍ୟାର ସମାଧାନ କରିବାକୁ ଏମିତି କେତେ ସମୟ ଲାଗନ୍ତା କି ?

ଆମ ସରକାର କି ଆନ୍ଧ୍ର ସରକାର ବୋଧେ ସୁପ୍ରିମ କୋର୍ଟ ଯାଇ ନାହାନ୍ତି କି କଣ , ସଚେତନତା ଅଭାବରୁ କିମ୍ୱା ପଇସା ପତ୍ର ଅଭାବରୁ ବୋଧେ ଯାଇ ନଥିବେ

ଯାଇଥିଲେ ଦେଓମାଳୀର କଣ ଆଜିଯାଏ ଗୋଟେ ଆଧାର କାର୍ଡ ହେବା ବାକି ଥାଆନ୍ତା ?



ଲକ୍ଷ୍ମୀଧର ନାୟକ
My Facebook Post: 1st August 2022


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights