ଦୁଇ ମାସ ଭିତରେ ହଠାତ୍ ବୁଢା ହେଇ ଯିବାର କାରଣ : ମୋ ଦ୍ୱାରା Recent ଉଦ୍ଭାବନ

Share it

ମୋ ଲେଖା
My Facebook Post: 10th August 2021

ମୋ ଦ୍ୱାରା Recent ଉଦ୍ଭାବନ

ମାଡାମଙ୍କ ଅବର୍ତ୍ତମାନରେ
ନିୟମିତ ନିମ୍ନ ଲିଖିତ ଖାଦ୍ୟ ନଖାଇବା
ହଠାତ୍ ବୁଢା ହେଇ ଯିବାର କାରଣ ଅଟେ, ହା ହା ହା ….

ଯଥା
କୋଶଳା ଶାଗ, ବାଇଗଣ, ବଡି ତରକାରୀ
ଗୋଟା ଭେଣ୍ଡି ଭଜା
ଗୋଟା ବାଇଗଣ ଭଜା
ଗୋଟା ପୋଟଳ ଭଜା
ଗୋଟା କଲରା ଭଜା
ଗୋଟା କଦଳୀ ଭଜା
କଖାରୁ ଫୁଲ ଭଜା
ବୋଇତାଳୁ ଡଙ୍କ ବେସର
ଖଡା ବେସର
କଖାରୁ ଫୁଲ ଅଳ୍ପ ଆଳୁ ବେସର ତରକାରୀ
ଫୁଲ ପୀଠୋଉ ବରା
ନେଉଟିଆ ଶାଗ ବଡି ଭଜା
କଲରା ପୋଡା ରସୁଣ ଛେଚା
ଆଳୁ କଦଳୀ ମାଟିଆଳୁ ସିଝା ଏକତ୍ର ଭର୍ତ୍ତା
ରସୁଣ ବଘରା ଓଲ ଭର୍ତ୍ତା
ଛତୁ ବେସର ଆମ୍ୱୁଲ ତରକାରୀ
ଉଷୁନା ଚାଉଳ ପିଠା ଉଇଥ୍ ଘିଅ
ମୋଟା ସର ନୋ ଖଟା ବସାଦହି
ଚାହା ଉଇଥ୍ ଭାସମାନ କ୍ଷୀର ସର

ଆଉ ମନେ ପଡୁନି

ମା ତୁଝେ ସଲାମ୍
ତୁମ ଚରଣରେ କୋଟି ପ୍ରଣାମ

ଲକ୍ଷ୍ମୀଧର ନାୟକ
My Facebook Post: 10th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights