ମନ୍ କି ବାତ୍ …
ତମର 2
ଆମର 2
ପ୍ରଧାନ ସେବକ : ତୁମମାନଙ୍କୁ ଭୋକିଲା ସୂଚୀରେ 107 ନମ୍ୱର ପର୍ଯ୍ୟନ୍ତ ଖସିବାକୁ ପଡୁ ପଛେ ମୋ ବନ୍ଧୁକୁ ବିଶ୍ବର 2 ନମ୍ବର ଧନୀ କରାଗଲା
ତାଙ୍କୁ 1 ନମ୍ବର କରିବି, ସବୁ ଚାନ୍ଦା ସିଏ ମୋତେ ଦେବ, କେବଳ ମୁଁ ପ୍ରଧାନ ସେବକ ହେବି ।
ତାଙ୍କୁ 1 ନମ୍ବର କଲାବେଳକୁ ତୁମକୁ ସବୁ 121 ପର୍ଯ୍ୟନ୍ତ ଖସିବାକୁ ପଡିଲେ ବି କିଛି ପରବାଏ ନାହିଁ,
ଭୋଟ୍ ଖଣ୍ଡିକୁ 500 ଦେଉଥିଲି,
2024 ରେ 2000 ଦେବି ।
ଭୋଟର୍ : ଶାଲା ଚୁତିଆ ଗୋଟେ ଶକୁନୀ କି ଗୋଟେ ଦୁର୍ଯ୍ଯୋଧନ ।
ତୁମେ ଦୁଇ ମିଶି ଆମକୁ ଭୋକ କଢେଇରେ ପକେଇ ଭାଜି ଦେଲ , ଆମେ ବି ତୁମକୁ ସେଇ ପୁରୁଣା 2 ନମ୍ୱରକୁ ପହଞ୍ଚାଇବାର ବନ୍ଦୋବସ୍ତ କରିଦେବୁ,
ଜଣେ ଗାଉ ଥିବ, ଜଣେ ଖଞ୍ଜଣି ବଜୋଉଥିବ,
ଟିକେ 2024 ଟା ଆସୁ ।
ତମର 2 ହେଲେ
ଆମର ବି 2
ହିସାବ ବରାବର ।
Laxmidhar Nayak
My Facebook Post: 16th October 2022