ଛାତ୍ର ସଂସଦରୂପି ଯୁବବର୍ଗ

Share it

ପ୍ରଥମେ ଓଡିଶାର
60 ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ କୃଷକ ଓ ଶ୍ରମିକଙ୍କର ମାସିକ ପେନସନ୍ 3000 ଟଙ୍କା କର

ଦେଓମାଳି ପର୍ବତକୁ ଓଡିଶା ରେଭିନିଉ ରେକର୍ଡକୁ ଆଣ

ତା ପରେ ନିଜ ଦରମା ଭତ୍ତା ବୃଦ୍ଧି ପାଇଁ ଲିଫ୍ ଲେଟ୍ ଟିଏ ଲେଖି ସେଥିରେ 147 ଦସ୍ତଖତ କରି ସେ କାଗଜର ଖଣ୍ଡେ ଲେଖାଏ ଜେରକ୍ସ କପି ଓଡିଶାର ପ୍ରତ୍ୟେକ କଲେଜକୁ ପଠାଅ,

ରାଜ୍ୟର ଏ ଛାତ୍ର ସଂସଦରୂପି ଯୁବବର୍ଗ ଏ ପ୍ରସ୍ତାବ ଉପରେ ଆଲୋଚନା କରି ସେମାନଙ୍କର ମତ ଓ ଅନୁମତିନାମା ସରକାରଙ୍କୁ ପ୍ରଦାନ କରନ୍ତୁ ଏବଂ

ରାଜ୍ୟର ଯୁବବର୍ଗର ସେହି ମତାମତକୁ ଆଧାର କରି ସରକାର ତୁମ୍ଭମାନଙ୍କର ଦରମା ଭତ୍ତା ହାତ ପାଣ୍ଠି ବଢାନ୍ତୁ କି କମାନ୍ତୁ , ସେଥିରେ ଆମର ସାମାନ୍ୟତମ ଆପତ୍ତି ବି ରହିବ ନାହିଁ


ଲକ୍ଷ୍ମୀଧର ନାୟକ
My Facebook Post: 2nd August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights