ଗୁରୁ ପ୍ରଣାମ
ଷଡଂଗାଦିବେଦୋ ମୁଖେ ଶାସ୍ତ୍ରବିଦ୍ଯା
କବିତ୍ୱାଦି ଗଦ୍ଯଂ ସୁପଦ୍ଯଂ କରୋତି
ମନଶ୍ଚେନ ଲଗ୍ନଂ ଗୁରୋରଂଘ୍ରି ପଦ୍ମେ
ତତଃ କିଂ ତତଃ କିଂ ତତଃ କିଂ ତତଃ କିମ୍
ଯେଉଁ ଜ୍ଞାନଧନୀ ମାନଂକ ସିନ୍ଧୁତୁଲ୍ଯ ଜ୍ଞାନରୁ ମୁଁ ବିନ୍ଦୁଏ ମାତ୍ର ପାଇବାର ସୌଭାଗ୍ଯ ପ୍ରାପ୍ତ ହୋଇଛି, ବରିଷ୍ଠ କନିଷ୍ଠ ନିର୍ବିଶେଷରେ , ସେ ସମସ୍ତଂକୁ ମୋର
ଗୁରୁ ପ୍ରଣାମ ।
🙏 🙏 🙏
Laxmidhar Nayak