ଗଢିବ କିଏ ?

Share it

Mo Lekha
ଲକ୍ଷ୍ମୀଧର ନାୟକ
My Facebook Post: 15th August 2018

ଗଢିବ କିଏ ?

ତଡିଦେଲ ବାପୁ
ଗଢିଦେଲ ନାହିଁ
ଗଢିବ କିଏ ?

ଜାଣୁଛ କି ତୁମେ
ବିଦେଶୀ ଶାସକ
ଭାଷା ଘୋଷି ଶୁଆ ( IAS IPS IFS )
ସ୍ୱାଧୀନ ଭାରତ
ବିଧାତା ହୁଏ

କଳା କ୍ଷୀର ବିନା ଅଚଳ କଲମ
ଗଣ ଚେତନାର
ନଉକା ବାହେ

ଚଳନ୍ତି କିତାବ
ମଣିଷକୁ ଏଠି
ପଢୁନି କିଏ

ତଡିଦେଲ ବାପୁ
ଗଢିଦେଲ ନାହିଁ
ଗଢିବ କିଏ ??

ଲକ୍ଷ୍ମୀଧର ନାୟକ
My Facebook Post: 15th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights