ଖାଇଲେ 5% GST
ହଗିଲେ 12% GST ??
ସେଥିରେ ଜଜ୍ କହୁଚି କେବଳ 4% ଲୋକ ଟିକସ ଦିଅନ୍ତି ଓ ଏଇ 4% ଲୋକଙ୍କ ଟିକସରେ ଦେଶ ଚଳେ

ଖାଇଲେ GST
ହଗିଲେ GST
ଶା ଆମ ବିଶ୍ୱଗୁରୁର କି ସୈତାନ୍ ଦିମାକ୍ ରେ ବାବା!
**** ****** *****
5% GST on food
Laxmidhar Nayak
My Facebook Post: 7th September 2022