କହେ ଗଜିଆ ଖବିଷା ପର୍ବତ ବେଇ ମୂଷିକ

Share it

ଅଛି ବୋଲି ନଜାଣି ବି ନାଁ ଆମ ଆସ୍ତିକ
ନାହିଁ ବୋଲି ନଜାଣି ବି ନାଁ ଆମ ନାସ୍ତିକ
କାମ ଆମ ହିଟଲରୀ ଚିନ୍ତା ଆମ ସ୍ୱସ୍ତିକ
କହେ ଗଜିଆ ଖବିଷା ପର୍ବତ ବେଇ ମୂଷିକ

Laxmidhar Nayak
My Facebook Post: 9th September 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights