କାହିଁକି କେଜାଣି ?

Share it

ମୋ ଲେଖା
My Facebook Post: 6th August 2020

ପଥରକୁ ବାଡେଇ ଭାଙ୍ଗି ଚୁନା କରିଦେବା ଗୋଟେ କାମ

ପଥରକୁ କାଟିକୁଟି ସାଇଜ କରି ବ୍ୟବହାର ଉପଯୋଗୀ କରିବା ବି ଗୋଟାଏ କାମ

ଭାଙ୍ଗି ଫୋପାଡି ଦେବା ମୋର ଅପସନ୍ଦ
ଗୋଟେଇ ସଜାଡି ଦେବା ଭଳି କଷ୍ଟସାଧ୍ୟ କାମ ମୋର ପସନ୍ଦ

ଆଜି ନୁହଁ, ଆରମ୍ଭରୁ

କାହିଁକି କେଜାଣି ?
ଜନ୍ମ ଗୁଣ, ଦୋଷ, ଜୀନ୍ ନା ପ୍ରବୃତ୍ତି ??

– ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights