କେତେଜଣ ଗ୍ରାମୀଣ ଆଦିବାସୀ କରୋନାରେ ମୃତ୍ୟୁବରଣ କରିଛନ୍ତି ?

Share it

ମୋ ଲେଖା
My Facebook Post: 9th August 2020

ଆଜିଯାଏ କେତେଜଣ ଗ୍ରାମୀଣ ଆଦିବାସୀ କରୋନା ସଂକ୍ରମିତ ହୋଇଛନ୍ତି ଓ କରୋନାରେ ମୃତ୍ୟୁବରଣ କରିଛନ୍ତି ?

ଏ ତଥ୍ୟଟି ଜାଣିବା ପାଇଁ କେବଳ ପଚାରୁଛି
କେହି ଜାଣିଥିଲେ ଜଣାଇବାକୁ ଅନୁରୋଧ

ଏ ତଥ୍ୟଟି ମିଳିଲେ ଆଜି ଦିବସ ପାଇଁ କଣ ଗୋଟେ ଲେଖନ୍ତି

ନହେଲେ ଦୟାକରି କୁହନ୍ତୁ ଯେ
କୌଣସି ଗ୍ରାମାଞ୍ଚଳ ନିବାସୀ ଆଦିବାସୀ କରୋନାରେ ସଂକ୍ରମିତ ହୋଇଥିବା କଥା ଆପଣଙ୍କ ନଜରକୁ ଆସିଛି କି ?

ହଁ / ନା


ଲକ୍ଷ୍ମୀଧର ନାୟକ
My Facebook Post: 9th August 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights