କେଉଁ ଅଭିମାନେ ପ୍ରିୟ ବାଟ ଭାଙ୍ଗି ଚାଲିଗଲ …

Share it

Motherhood : Oppsssss !!!

It took long 20 years to graduate them. It would perhaps take a few more years to make them a complete citizen of this universe !

ତୁମେ ଯଦି ରହିଥାନ୍ତ
ଆଉ ଦଣ୍ଡେ କି ମୁହୂର୍ତ୍ତେ
ତୋଳି ଦେଇଥାନ୍ତି
ପ୍ରୀତି ପାରିଜାତ
ତୁମପାଇଁ
ଯେତେ ଇଚ୍ଛା ସେତେ
କେଉଁ ଅଭିମାନେ ପ୍ରିୟ
ବାଟ ଭାଙ୍ଗି ଚାଲିଗଲ
ଥରେ ତ ଭାବିଲ ନାହିଁ
ସବୁଥାଇ ଝୁରିବାର
ଯନ୍ତ୍ରଣା ଯେ କେତେ
ତୁମେ ଥିଲେ
ମନ ହୃଦେ ବହୁଥାନ୍ତା
ପ୍ରେମର ସାଗର
ଆଜି କିଆଁ ଝୁରୁଥାନ୍ତି
ମୋ ଆଇନାରେ ଦେଖି
ତୁମ ପ୍ରତିବିମ୍ବ
ପ୍ରେମାପ୍ଳୁତ ସରାଗ ସମ୍ଭାର

ଲକ୍ଷ୍ମୀଧର ନାୟକ


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights