ଓଡିଶା କର୍ମପନ୍ଥୀ ଦଳ ( ଓକଡ ), ଭାରତୀୟ କର୍ମପନ୍ଥୀ ଦଳ ( ଭାକଡ )

Share it

Mo Lekha
Laxmidhar Nayak
My Facebook Post: 15th August 2020

ଓକଡ ଭାକଡ

ଆଚ୍ଛା ଆମ ଏନଜିଓ ମାଲିକମାନେ ତ ବହୁତ କାମିକା ଲୋକ, ବିଭିନ୍ନ ସମୟରେ ଆମେ ସେମାନଙ୍କର କାମ ବି ଦେଖୁଛେ

ସେମାନେ ଗୋଟେ ଦଳ ଗଢନ୍ତୁ

ଓଡିଶା କର୍ମପନ୍ଥୀ ଦଳ ବା ଓକଡ
କିମ୍ୱା
ଭାରତୀୟ କର୍ମ ପନ୍ଥୀ ଦଳ ବା ଭାକଡ

ମୁଁ ସେ ଦଳ ପାଇଁ ଦୁଇଟି କାମ କରିବି

1. ମୁଁ ସେମାନଙ୍କ ପ୍ରାର୍ଥୀମାନଙ୍କୁ ଭୋଟ ଦେବି, ୱାର୍ଡମେମ୍ୱରଠୁ ଏମ ପି ପର୍ଯ୍ୟନ୍ତ

2. ସେମାନଙ୍କ ପାଇଁ ବହୁତ ଭଲ ଭଲ କାମ ବରାଦ କରିବି

ବହୁତ ଦେଖା ହେଲା
ବାମପନ୍ଥି – କମୁନିଷ୍ଟ,
ଦକ୍ଷିଣପନ୍ଥି – ବିଜେପି
ଉପରପନ୍ଥି – କଂଗ୍ରେସ
ତଳପନ୍ଥି – ବି ଏସ୍ ପି
ଆଗପନ୍ଥି – ବିଶ୍ୱହିନ୍ଦୁପରିଷଦ
ପଛପନ୍ଥି – ମୁସଲିମ୍ ଲିଗ୍

ଏଗୁଡା ସବୁ ଛାଡ, ଗୋଟାଏ କର୍ମପନ୍ଥି ଦଳ ହେଉ,
କିଛିଦିନ ଦେଖିବା କଣ ହେଉଛି


Laxmidhar Nayak
My Facebook Post: 15th August 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights