ଏସିଆ ମହାଦେଶ ନା ଅଳିଆ ମହାଦେଶ !!

Share it

କାଶ୍ମୀରର ପାଇଲଟ୍ “ହିଲାଲ ଅହମ୍ମଦ” ରାଫାଲ ଉଡାଜାହାଜ ଆଣିକି ଆଇଲା ତ,

ଧୁଆ ଧୁଇ ହେଉଥିବ

ତା ପରେ ଲେମ୍ବୁ ବନ୍ଧା ହେବ

ତା ପରେ
ସୁବିଧା ଦେଖି ଚାଇନାର
J 10 ସାଙ୍ଗରେ କଛାମୁଟି ନଢେଇ କି ଦେଖିବା

ଯଦି ପାରିଲା
ଆଉ ଦଶ ତିରିଶି ଟା ଆଣିବା

ଯଦି J 10 କୁ ନପାରିଲା କିଛି ମନ ଦୁଃଖ କରିବାର ନାହିଁ
ତାକୁ ପାକିସ୍ତାନର F16 ଓପରେ ଚପେଇ ଦବା

ଆମେରିକାକୁ ନହେଲେ କହିବା ପାଞ୍ଚ ଦଶଟା F 35 ଉଧାର ଦେଇଥିବ

ସେଇଥିରେ ଏଇନେ କାମ ଚଳୋଉଥିବା

ଆମ ଆମ୍ବାନୀ ଭାଇ ତା ଭିତରେ ଆମ୍ବା ଫେଲ୍ ତିଆରି କରିଦବନି କି

ସେତେବେଳେ ଆଉ ଆମକୁ ରାଫେଲ କିଣିବାକୁ ପଡ଼ିବନି

ତେଣିକି ଆମେ ଆମ୍ବାଫେଲ୍ ବିକିବା

ଅବଶ୍ୟ କିଏ କିଣିବ ସେଇଟା ସମସ୍ୟା

ଟିକେ କଷ୍ଟ କରି ଖୋଜିବାକୁ ପଡ଼ିବ

କିଏ କାହା ପଡୋଶୀ ସହ ଲଢୁଚି, ପାକିସ୍ତାନ ଚୀନ୍ ନେପାଳ ଭାରତ ଇରାନ ଇରାକ ଇତ୍ୟାଦି ନିଜ ନିଜ ଭିତରେ ଲଢିଲା ପରିକା

ସେଇମାନଙ୍କୁ ବିକିବାକୁ ହେବ

ଭାରତରେ ଏ ପାଞ୍ଚଟା ମାତ୍ର ରାଫେଲର ଘଁ ଘାଁ ଶବ୍ଦ ଶୁଣି, ଏସିଆର ଅନ୍ୟତମ କାଢୁଆ ଶକ୍ତି ବୋଲୋଉଥିବା ଚାଇନା, ଏବେ ଋଷିଆଠାରୁ ଦଶ ପଚିଶି ଟା SU 57 କିଣିବାକୁ ନସର ପସର ହେଲାଣି

ବେଳେବେଳେ ଭାବିବାକୁ ହୁଏ ସତରେ ଆମ ମହାଦେଶ ନାଁ ଟା ଏସିଆ ମହାଦେଶ ନା ଅଳିଆ ମହାଦେଶ

ଶ ଯେତେକ ଅଳିଆ କେବଳ ଏଇ ମହାଦେଶଟାରେ ହିନ୍ଦୁ ପଠାଣ ହେଇକି ଜନମ ହେଇ ପଡନ୍ତି ନା କ’ଣ ?

ସତରେ ଈଶ୍ୱର ବି ଏମ୍ ସି ଅନନ୍ତ ନାରାୟଣଙ୍କ ପରିକା ଏସିଆ ମହାଦେଶଟାକୁ ବିଶ୍ୱର ସବୁଯାକ ରିଜେକ୍ଟେଡ ଅଳିଆ ବ୍ରେନ୍ ମାନଙ୍କର ପଥର ଗାଡିଆ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର କରୁଛନ୍ତି କି କ’ଣ

ଆଜ୍ଞା ଏ ଏସିଆ ଶବ୍ଦଟିର ଅର୍ଥ କଣ ?

Laxmidhar Nayak
My Facebook Post: 29th July 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights