ଏମିତି ନକଲେ ଚଳନ୍ତା ନି ?

Share it

ଖୋଲା ବିଚାର
My Facebook Post: 3rd August 2021

ଫଟୋଟି ବିଜେଡିର, କଥାଟା କେବଳ ବିଜେଡି କଥା ନୁହେଁ, ସବୁ ଦଳର କଥା

ପଞ୍ଚାୟତ ନୀର୍ବାଚନରେ ଗୋଟେ ଲେଖା ଦଳର ସରପଞ୍ଚ ୱାର୍ଡ ମେମ୍ୱର ମାନଙ୍କୁ ଜିତାଇବାକୁ କାହିଁକି ଅଣ୍ଟା ଭିଡନ୍ତି ଛାତ୍ର ଛାତ୍ରୀ?

ଏଇଟା କଣ ସେମାନଙ୍କର ଦାୟିତ୍ୱ ହେବା ଉଚିତ୍ ?
ନା ତାଙ୍କ ପାଠ ସର୍ବ ମୋଟ ସେତିକି କାମ କରିବାକୁ ତାଙ୍କୁ ପ୍ରବର୍ତ୍ତାଏ।

ହଁ, ଛାତ୍ର ଛାତ୍ରୀମାନେ ନିଜେ ସରପଞ୍ଚ ୱାର୍ଡମେମ୍ୱର ହେଇ ଗ୍ରାମାଞ୍ଚଳ ଉନ୍ନତିର ଦାୟିତ୍ୱ ନେବା ବରଂ ଗୋଟେ ଭଲ କଥା।
କିନ୍ତୁ ସେପରି ନକରି ଏମାନେ ବିଭିନ୍ନ ଦଳୀୟ ବୁକୁଚା କାହିଁକି ବୁହନ୍ତି? ଏମିତି ନକଲେ ଚଳନ୍ତା ନି ?

ଛାତ୍ର ଛାତ୍ରୀ ଯଦି ବୁକୁଚା ବୋହିବାରେ ବ୍ୟସ୍ତ ରହିବେ, ବିରଞ୍ଚିନାରାୟଣ ତ ଗଣ୍ଠୁଲି ବାନ୍ଧିବା କାମରେ ବ୍ୟସ୍ତ ରହିବାକୁ ବାଧ୍ୟ।

ସତରେ ଛାତ୍ର ସମାଜ କଣ ସବୁ କରିବା ଉଚିତ, କେହି ସବୁଦିନ ସେ ବାବଦରେ ପାରାଏ ପାରାଏ ଲେଖନ୍ତେ କି !

– ଲକ୍ଷ୍ମୀଧର ନାୟକ
My Facebook Post: 3rd August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights