ଇଂଲିସ ବୁଝିବା କଷ୍ଟ ନା ଓଡିଆ ବୁଝିବା କଷ୍ଟ ?

Share it

ମୁଁ ଏବେ ଚନ୍ଦ୍ର ଚୂଡାମଣି ହରିଚନ୍ଦନ ଜଗଦ୍ଦେବଙ୍କ ରାଧାକୃଷ୍ଣ ଷୋଡଶାର ଏକ କବିତା ପଢୁଥିଲି |

ପଦେ ଲେଖୁଛି, ଦେଖିବା କେତେ ଜଣ ନୁଆ/ପୁରୁଣା କବି ଏହାର ଅର୍ଥ ବୁଝାଇ ପାରୁଛନ୍ତି |

ଈନାୟନ ମୁରାରୀ
ଈଷ୍ମନଳିନ ମୁଖ ବସିଛି କରି
ଈଦୃଶ ଅନୁଭବ ହେଉଛି ମୋତେ
ଈଶରିପୁ କେଳିକି ବିଚାର ଚିତ୍ତେ
ଈକ୍ଷଣେ ନିଦ ନାହିଁ ରଜନୀ ଦିବା
ଈଶ୍ୱରୀ କରିବି କାହାକୁ ଅବା ||

ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *

Verified by MonsterInsights