ମୁଁ ଏବେ ଚନ୍ଦ୍ର ଚୂଡାମଣି ହରିଚନ୍ଦନ ଜଗଦ୍ଦେବଙ୍କ ରାଧାକୃଷ୍ଣ ଷୋଡଶାର ଏକ କବିତା ପଢୁଥିଲି |
ପଦେ ଲେଖୁଛି, ଦେଖିବା କେତେ ଜଣ ନୁଆ/ପୁରୁଣା କବି ଏହାର ଅର୍ଥ ବୁଝାଇ ପାରୁଛନ୍ତି |
ଈନାୟନ ମୁରାରୀ
ଈଷ୍ମନଳିନ ମୁଖ ବସିଛି କରି
ଈଦୃଶ ଅନୁଭବ ହେଉଛି ମୋତେ
ଈଶରିପୁ କେଳିକି ବିଚାର ଚିତ୍ତେ
ଈକ୍ଷଣେ ନିଦ ନାହିଁ ରଜନୀ ଦିବା
ଈଶ୍ୱରୀ କରିବି କାହାକୁ ଅବା ||
ଲକ୍ଷ୍ମୀଧର ନାୟକ