ଆମର ସବୁ ହ୍ବାଇଟ୍, ଦିନ ଦିପହରେ …

Share it

ଲକ୍ଷ୍ମଣ ରଖିବ ଯେ ରାମ କେଞ୍ଚିବ !

ଆଖିରେ ଆଙ୍ଗୁଠି ଗେଞ୍ଜି ସବୁ ସିଧା ସିଧା ବଜେଟ୍ ରୁ ଦିଆଯିବ – ବୁଝିଲ ?

କଣ ମିଳିବ ହୋ ଆମକୁ ତମ ସେ
ଇଲେକ୍ଟୋରାଲ ବଣ୍ଡ ରୁ
କି ପିସି ମାଧ୍ଯମ ପାର୍ଟି ଫଣ୍ଡ ରୁ ?

ଆମର ସବୁ ହ୍ବାଇଟ୍,
ଦିନ ଦି ପହରେ ଅଫିସର ପଠେଇକି ବାଣ୍ଟିବୁ
ବ୍ଲାକ୍ ଥିବ ଯେ ତମେ ଟର୍ଚ୍ଚ ପକେଇକି ଉଣ୍ଡାଳିବ

ବୁଢାବୁଢୀଙ୍କୁ ହଜାରେ

ରେସନ ବାଲାଙ୍କୁ ଦି ଟା ଫେସନ ବେଏଗ ଓ ହଜାରେ

କଳାକାରଙ୍କୁ ଦି ହଜାରେ

18 ବର୍ଷିଆ କଲେଜ ଛୁଆଙ୍କୁ ବର୍ଷକୁ 10/15 ହଜାରେ

ମହିଳା ଗ୍ରୁପ ମେମ୍ବରଙ୍କୁ ହଜାରେ

କାଳିଆ ଚାଷୀଙ୍କୁ ବର୍ଷକୁ ପାଞ୍ଚ ଦଶ ହଜାରେ

ଆଉରି ବି କାହାକୁ କାହାକୁ ଦବାକୁ ଭାବୁଚୁ ଯେ ଆଇଡିଆ ହଠାତ୍ ମୁଣ୍ଡକୁ ଢୁକୁନି, ଚେଷ୍ଟା ଜାରୀ ଅଛି, କୋଡ୍ ଅଫ୍ କଣ୍ଡକ୍ଟ ଲାଗିବା ପର୍ଯ୍ୟନ୍ତ ଘୋଷଣା ଚାଲିବ

କେବଳ ସେ ଶାଲା ମାଷ୍ଟର ଦଳ ମାସକୁ 6 ହଜାରେ ନେଇ G ମରାନ୍ତୁ ମାଷ୍ଟର କ୍ୟାଣ୍ଟିନ ଛକରେ, ଛୁଆ ପାଠ ପଢିଲେ ସିନା ପ୍ରଶ୍ନ ପଚାରିବ ?

ବାକି ରହିଲା ତମ କଥା
ତମକୁ ବି ଆମେ ଗୋଟେ ବଡ ବଇଶିମ ଧରେଇଚୁ, ତମେ ସେଇ ରାଜ୍ଯସଭା ବଇଷିମକୁ ଧରି ହରେ ରାମ ହରେ ରାମ କୀର୍ତ୍ତନ କରୁଥା ରେ ପୁଏ


Share it

Leave a comment

Your email address will not be published. Required fields are marked *

Verified by MonsterInsights