ଆମର ଏଗୁଡା କଣ ଗଜପତି ?

Share it

ମୋ ସରକାର
ସତରେ ଯଦି ସରକାରଟା ମୋର ହେଇ ଥାଆନ୍ତା
ମୁଁ ଏଇଆ କରନ୍ତି

ଜୟ ଜବାନ ଜୟ କିଷାନ

ୟାର ଅର୍ଥ
10 /20 ବର୍ଷ ଜବାନ, ତା ପରେ କିଷାନ

ସୈନିକ ସଂଖ୍ୟା 4 ଗୁଣ
ପୁଲିସ କନେଷ୍ଟ ବଳ ସଂଖ୍ୟା 4 ଗୁଣ
କିରାଣୀ ସଂଖ୍ୟା 4 ଗୁଶ
ଇଂଜିନିଅର 4 ଗୁଣ
ଇଏ ହେଲେ ମୋ ଦେଶର ଜୟ ଜବାନ୍

18, 20 ବର୍ଷରୁ ଚାକିରୀ ଆରମ୍ଭ
ଦରମା 40 ହଜାର

ସୈନିକ 10 ବର୍ଷ
ଅନ୍ଯମାନଙ୍କର 20 ବର୍ଷ ପରେ ଚାକିରୀ ଶେଷ
ପେନସନ 10 ହଜାର

ଅବସର ପରେ ଇଏ ହେଲେ ମୋ ଦେଶର ଜୟ କିଷାନ୍,
ଅବସର ପରେ ଚାଷ ବାସ ବେପାର ବଣିଜ ଇତ୍ୟାଦି ଇତ୍ୟାଦି ଯାହା କରନ୍ତୁ

ମୋଟ 100 ମାର୍କ ପରୀକ୍ଷା
50 ମାର୍କ ରିଟିନ୍
30 ମାର୍କ ଗ୍ରୀନ କାର୍ଡ ମାନେ ଦୁଇଟା ପିଲା
20 ମାର୍କ ଅଣ ଚାକିରିଆ ପରିବାରଙ୍କ ପିଲା

ଶିକ୍ଷକ ଦରମା ଲକ୍ଷେ
ପ୍ରାଇମେରୀ 75, ହାଇସ୍କୁଲ 85, କଲେଜ ଲକ୍ଷେ,

ଡାକ୍ତର 75, ପ୍ରଫେସର ଲକ୍ଷେ
ଭଲ କାମ କରିପାରୁଥିବା ପର୍ଯ୍ୟନ୍ତ ଏମାନଙ୍କର ଅବସର ନାହିଁ,
ଅତି ବେଶୀରେ 55 ପର୍ଯ୍ୟନ୍ତ

ବିପିଏଲ ଭାଏଁ ଭାଏଁ କମନ୍ତା
ଚାକିରୀ ଅବସର ପରେ ଲୋକଗୁଡା ପାଏଁ ପାଏଁ କାମ କରନ୍ତେ, ଦେଶ ଟା ଗୋଟାଏ 100% productive nation ହୋଇ ଉଭା ହୁଅନ୍ତା, ଉତ୍ପାଦନ ସାଏଁ ସାଏଁ ବଢନ୍ତା

ଶଃ ରିଟାୟାରମେଣ୍ଟଟ ପରେ ଓବାମା ଚାକିରୀ କରୁଛନ୍ତି,
ତାଙ୍କ ପିଲା ଯାଇ କୋଉଠି ରିସପସନିଷ୍ଟ ଚାକିରୀ କରୁଚନ୍ତି,
ଆମର ଏଗୁଡା କଣ ଗଜପତି ?

ମୋ ସରକାରରେ କିଏ ଚାକିରି କରିବ ହାତ ଟେକ

Laxmidhar Nayak
My Facebook Post: 14th October 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights