ଆଜ୍ଞା ଆପଣମାନେ କିଛି କହିବେ କି ?

Share it

ଫେସବୁକ୍ ରେ ଉପସ୍ଥାପିତ ହେଉଥିବା ମତ ବା ତର୍କର ସାରାଂଶ ….

ମୂଷା ଗଛକୁ ଚଢିବା ଦେଖି ମାଙ୍କଡ ପଚାରିଲା- ଆବେ ତୋର ଜାଗା ତ ତଳେ, ତୁ ଗଛ ମୂଳ ଗାତରେ ରହିବା ଲୋକ,
ତୁ କାହିଁକି ଗଛ ଉପରେ ଚଢୁଚୁ ?

ମୂଷା – ଆପଲ୍ ଖାଇବାକୁ ।

ମାଙ୍କଡ – ଆବେ ମୂର୍ଖ , ଏଇଟା ଆମ୍ୱ ଗଛ ।

ମୂଷା – ସେତିକି ଥାଉରେ ଜ୍ଞାନୀ ପ୍ରବର , ତୁ ଆଉ ତୋ ଜ୍ଞାନ ବାଣ୍ଟେ ନି। ମୁଁ ଆପଲ୍ ଧରିକି ଆଇଚି। ଆଉ କିଛି କହିବୁ ?

ମାଙ୍କଡ – ଠଠଠ ଠଠ ଠଠଠ

*** ***** ***

ଆଜ୍ଞା ଆପଣମାନେ କିଛି କହିବେ କି ?

ଲକ୍ଷ୍ମୀଧର ନାୟକ
My Facebook Post: 10th October 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights